ସରକାରୀ ସହାୟତା ଆଶାରେ ତୃଷରାଣୀ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଅଁଳାପାଳି ଗ୍ରାମପଞ୍ଚାୟତ ର ଵାଦିକଟା ଗାଁ ର ସୁଭାଷ ମହାକୁଳ ଙ୍କ ଝିଅ ତୃଷାରାଣୀ ମହାକୁଳ ବୟସ 19 ବର୍ଷ |ସେ ଅଷ୍ଟମ ଶ୍ରେଣୀ ପଢିବା ପର୍ଯ୍ୟନ୍ତ ସୁସ୍ଥ ଥିଲେ କିନ୍ତୁ ଏହା ପରେ ତାଙ୍କ ଜୀବନରେ ଦୁଃଖ ର କଲା ବାଦଲ ମାଡି ଆସିଲା ଧିରେ ଧିରେ ତାଙ୍କ ଆଖି ର ଉଜ୍ଜଳତା କମି ଯିବା ସହ ଆଖିକୁ ଆଉ କିଛି ଦେଖା ଗଲା ନାହିଁ କି କାନ କୁ କିଛି ଶୁଭିଲାନି ଅନେକ ଡାକ୍ତର ଦେଖାଇବା ପରେ ମଧ୍ୟ କିଛି ଭଲ ହେଲା ନାଇଁ ବାହାରକୁ ନେଇ ଝିଅ ର ଚିକିତ୍ସା କରିବା ପାଇଁ ବାପାଙ୍କ ପାଖରେ କିଛି ସମ୍ଭଳ ନଥିବାରୁ ସରକାରୀ ସହାୟତା ଅପେକ୍ଷା ରେ ଦିନ କାଟୁଛନ୍ତି | କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଇ ଚିକିତ୍ସା ବ୍ୟବସ୍ଥା କରାଇବାକୁ ଦାବି ହୋଇଛି |

Comments
Loading...