ବୌଦ୍ଧ ରେ ନିମୋକୋକାଲ କନଜୁଗେଟ ଟିକକରଣ ଆରମ୍ଭ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ କାଲି ନିୟମିତ ଟୀକା ମଧ୍ୟରେ ନୂତନ ଭାବରେ ନିମୋକୋକାଲ କନଜୁଗେଟ ଟୀକା ସାମିଲ ହୋଇଛି | ନିମୋନିଆ ରୋଗ ରୁ ଶିଶୁ ମାନଂକୁ ସୁରକ୍ଷିତ ରଖିବାକୁ ଏହି ଟିକକରଣ କରାଯାଉଛି | ରାଜ୍ୟସ୍ତରୀୟ ଟିକକରଣ କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଭିଡ଼ିଓ କନଫରେନସି ରେ ଉଦଘାଟନ କରିଥିଲେ | ବୌଦ୍ଧ ରେ ସ୍ୱାସ୍ଥ୍ୟ ମିଶନ ର ତାଲିମ ଗୃହ ରେ ଉକ୍ତ ଟିକକରଣ କୁ ମାନନୀୟ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ଉଦଘାଟନ କରିଥିଲେ |

Comments
Loading...