ବୌଦ୍ଧ ପ୍ରେସ କ୍ଳବ ଦ୍ୱାରା ମୃତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର କରୋନା ଯୋଦ୍ଧା ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆ ଅକାଳ ରେ କରୋନା ରେ ପ୍ରାଣ ହରାଇବା ପରେ ତାଙ୍କ ପାରିବାର ଅସହାୟ ହୋଇ ପଡିଛନ୍ତି |ମୃତ ସାମ୍ବାଦିକ ଙ୍କ ପତ୍ନୀ ଏବଂ ଦୁଇଟି ଝିଅ ଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବୌଦ୍ଧ ର ପ୍ରେସ କ୍ଳବ ତରଫରୁ ଉପସଭାପତି ସମରେଶ ମିଶ୍ର, ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ,ସଭ୍ୟ ଦୁର୍ୟୋଧନ ବିଶି, ରଞ୍ଜନ କୁମାର ଦାସ ତାଙ୍କ ବାସଭବନ ରେ ସାକ୍ଷାତ କରି ସହାୟତା ପ୍ରଦାନ କରିଥିଲେ |

Comments
Loading...