ବୌଦ୍ଧ ର ବୋହୂ ହେଲେ ମିସ ଏଣ୍ଡ ମିସେସ ଦିଭା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ଜଣେ ବିବାହିତ ମହିଳା ନିଜ ସାଂସାରିକ ବ୍ୟସ୍ତତା ମଧ୍ୟରେ ନିଜ ପ୍ରତିଭା କୁ ବିକଶିତ କରି ସମସ୍ତ ଗୃହିଣୀ ମାନଂକପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି | ବୌଦ୍ଧ ଜିଲ୍ଲାର ବଗଡିଆ ଗ୍ରାମ ର ଝିଅ ଏବଂ ବୌଦ୍ଧ ନିକଟସ୍ଥ ରାଜନପାଲି ର ବୋହୂ ପିଙ୍କି ମେହେର ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି | ସେ ପିଲା ଦିନରୁ ନୃତ୍ୟ ଗୀତ ଏବଂ ମଡେଲିଂ ରେ ରୁଚି ରଖିଥିଲେ | ବିବାହିତା ହେଲେ ମଧ୍ୟ ତାଙ୍କର ଚେଷ୍ଟା ତାଙ୍କୁ ମିସ ଏଣ୍ଡ ମିସେସ ଦିଭା ର ଦ୍ଵିତୀୟ ରନର୍ସ ପୁରସ୍କାର ପ୍ରଦାନ କରିଅଛି |

Comments
Loading...