ଖଡ଼ିଆଳ ବ୍ଲକ ଗୋଣ୍ଡ ସମାଜ ତରଫରୁ ନୂଆପଡ଼ା ଜିଲ୍ଲାର ଦୁଇ ଜଣ ଗୋଣ୍ଡ ଜାତି ର ସାମ୍ବାଦିକ ଙ୍କୁ ସମ୍ମାନିତ

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମପଞ୍ଚାୟତ ର ଜୁନାପାଣି ଗ୍ରାମରେ ଖଡ଼ିଆଳ ବ୍ଲକ ସଭାପତି ଶ୍ରୀ କରୁଣା ଶଙ୍କର ମାଝୀ ଙ୍କ ତତ୍ୱାବଧାନରେ ଵନମହୋତ୍ସବ ସପ୍ତାହ ଉପଲକ୍ଷେ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ନୂଆପଡା ଜିଲ୍ଲା ର ଦୁଇ ଜଣ ଗୋଣ୍ଡ ଜାତି ର ସାମ୍ବାଦିକ ଯଥା ଶ୍ରୀ ଭାଗ୍ୟବାନ ମାଝୀ ବୋଡେ଼ନ ବ୍ଲକ ର (ସଂଘର୍ଷ ନିୟୁଜ ଓ ପବ୍ଲିକ ଆପ,) ରେ କାଯ୍ୟ କରୁଥିବା ବେଳେ ଅନ୍ୟ ଏକ ସାମ୍ବାଦିକ ଶ୍ରୀ ଦେଵସିଂ ଧରୁଆ ଖଡ଼ିଆଳ ବ୍ଲକ ର (ଯୁବଶକ୍ତି ନିୟୁଜ) ରେ କାଯ୍ୟ କରୁଥିବାରୁ ଦୁଇ ଜଣ ଗୋଣ୍ଡ ଜାତି ର ସାମ୍ବାଦିକ ଙ୍କୁ ଆଜି ଅଖିଲ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ସମାଜର ରାଜ୍ୟ ସଭ୍ୟ ଶ୍ରୀ ବୁଟୁଲୁ ମାଝୀ ସମ୍ମାନିତ କରିଛନ୍ତି,

Comments
Loading...