ବୌଦ୍ଧ ଜିଲାରେ କରୋନା ଗ୍ରାଫ ନିମ୍ନ ଗାମୀ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 13 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି |ଆଜି ସମଗ୍ର ରାଜ୍ୟରେ 2870 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12266 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 11940 ସୁସ୍ଥ ହୋଇଥିବା ବେଳେ 224 ଜଣ ଚିକିତ୍ସାଧିନ ଥିବା ବେଳେ 83 ଜଣ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12266 ରେ ପହଂଚିଛି

Comments
Loading...