ମାଟ୍ରିକ ଫୋରମ ଫିଲପ ଆରମ୍ଭ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲାରେ ମଧ୍ୟ ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫୋରମ ଫିଲପ ଆରମ୍ଭ ହୋଇଯାଇଛି | ଚଳିତ ବର୍ଷ ବିନା ପରୀକ୍ଷା ରେ result ପ୍ରକାଶକୁ ନେଇ ଅନେକ ବାଦ ବିବାଦ ଲାଗି ରହିଥିଲା | ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଫୋରମ ପୂରଣ ଆଜି ଠୁ ଆରମ୍ଭ କରାଯାଇଛି | ଯେଉଁ ମାନେ ପାଇଥିବା ମାର୍କ ରେ ସନ୍ତୋଷ ନୁହନ୍ତି ସେମାନେ ଫୋରମ ପୂରଣ କରି ପରୀକ୍ଷା ଦେଇ ପାରିବେ |

Comments
Loading...