ବୌଦ୍ଧ ୭୨ ତମ ବନ ମହୋତ୍ସବ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ 72ତମ ବନ ମହୋତ୍ସବ ପାଳିତ ହେଉଅଛି | ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇ ବନ ମହୋତ୍ସବ ପାଳନ କରାଯାଇଛି | ଏଥିରେ ଅତିଥି ଭାବରେ ମହାବିଦ୍ୟାଳୟ ଅଧକ୍ଷ ଏବଂ ଅନ୍ୟାନ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗ ଦେଇଥିଲେ | ବୃକ୍ଷ ର ଉପକାରିତା ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ଏପରିହାର୍ଯ୍ୟ ଅଟେ ଆଲୋଚନା ହୋଇଥିଲା |

Comments
Loading...