କେନ୍ଦ୍ର ସରକାର ଙ୍କ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ CITU ପକ୍ଷରୁ ଗଣ ଧାରଣା

ଭଦ୍ରକ (କୋଶଲ ନ୍ୟୁଜ) କେନ୍ଦ୍ରରେ ଶାସିତ ମୋଦି ସରକାର ଲଗାତାର ଭାବରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର କ୍ରମାଗତ ଭାବରେ ବୃଦ୍ଧି କରି ଚାଲିଥିବା ବେଳେ ଗରିବ ଓ ଖଟିଖିଆ ଏବେ ବହୁତ ଅସୁବିଧା ରେ ସମ୍ମୁଦ୍ଧ ହେଉଛନ୍ତି । ହୋକୁ ନେଇ ଆଜି ଭଦ୍ରକ ଜିଲ୍ଲା ବନ୍ତ ଛକ ଉଭର ବ୍ରିଜ ପାଖ ରେ ବାମପନ୍ଥୀ ସଂଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ,ଏଥିରେ ଆଜି ବହୁତ ସଂଖ୍ୟା ରେ ଲୋକ ମାନେ ଏହି ଆନ୍ଦୋଳନ ରେ ସାମିଲ ହୋଇ ଆନ୍ଦୋଳନ କରି ପ୍ରତିବାଦ କରିଛନ୍ତି ।

Comments
Loading...