ଆବାସ ଯୋଜନାରେ ସରପଞ୍ଚଙ୍କ ବିରୁଦ୍ଧରେ ଲାଞ୍ଚ ନେବାର ଅଡିଓ ଭାଏରାଲ

ଭଦ୍ରକ(କୋଶଲ ନ୍ୟୁଜ୍) ଭଦ୍ରକ ବ୍ଲକ ଗୋରମାଟି ଗ୍ରାମ ପଞ୍ଚାୟତ ରେ ଆବାସ ଯୋଜନା ରେ ସରପଞ୍ଚ ଙ୍କ ବିରୁଦ୍ଧରେ ଲାଞ୍ଚ ଅଡିଓ ଭାଇରଲ ଓ ପରେ ଭାଇରଲ କରାଇ ଥିବା ଦୁଇ ଯୁବକଙ୍କୁ ପଞ୍ଚଯାତ ଅଫିସ ରେ ମାଡ ମାରିବା ଓ ସେମାନଙ୍କ ଠାରୁ ଟଙ୍କା, ମୋବଇଲ ଛାଡଇନେବା ଘଟଣାରେ ସାବରଙ୍ଗ ଥାନା ରେ ଅଭିଯୋଗ ହୋଇଥିଲା ସାବରଙ୍ଗ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି covid-19 ଗାଇଡ଼ ଲାଇନ ଅନୁସାରେ ସର୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ଓ ସେମାନଙ୍କ ଠାରୁ 2ଟି ମୋବାଇ ଜବତ କରିଥିଲେ. ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନଳିନୀ ମହାନ୍ତି ଙ୍କ ଉପସ୍ଥିତ ରେ ସାବରଙ୍ଗ ଥାନା IIC ଅଭିଯୋଗ କାରୀଙ୍କୁ ଜବତ ହୋଇଥିବା 2ଟି ମୋବାଇଲ କୁ ଦିଇଥିଲେ.

Comments
Loading...