ମନମୁଣ୍ଡା ଠାରେ ବନ ବିଭାଗ ର ବିଭିନ୍ନ ଚାରା ବିତରଣ

ବୌଦ୍ଧ (କୋଶଲ ନ୍ୟୁଜ୍) ଅସ୍ଥାୟୀ ଶିବିର ମାଧ୍ୟମରେ ମନମୁଣ୍ଡା ଠାରେ ଜିଲ୍ଲାର ବନ ବିଭାଗ ଦ୍ୱାରା ମାଗଣା ଚାରା ବଣ୍ଟନ କରାଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି | ଏହି ଚାରା ବିତରଣ କେନ୍ଦ୍ରରେ ଶାଗୁଆନ, କୃଷ୍ଣ ଚୁଡା,ଶିଶୁ, ହରିଡ଼ା, ବାହାଡା, ନିମ୍ବ, ଆମ୍ବ, ଜାମ୍ମୁ,ପିଜୁଳି, ଆତ, ଖଇର,ବେଲ, ପଣସ, ଗମ୍ଭାରୀ,କାଜୁ, ସୁନାରି ଆଦି ଗଛ ବଣ୍ଟନ କରାଯାଇଛି |

Comments
Loading...