ବୌଦ୍ଧ ଜିଲାରେ ଆସନ୍ତା ଶନିବାର ଦିନ 8 ଘଣ୍ଟା ବିଦ୍ୟୁତ କାଟ ହେବ

ବୌଦ୍ଧ (କୋଶଲ ନ୍ୟୁଜ୍) ସୂଚନା ମୁତାବକ ସୋନପୁର ଗ୍ରୀଡ଼ ରେ ଆବଶ୍ୟକ ମରାମତି ପାଇଁ ଆସନ୍ତା 10 ତାରିଖ ଶନିବାର ଦିନ ସକାଳ 9 ଟା ସମୟରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ 8 ଘଣ୍ଟା ବିଦ୍ୟୁତ ବୌଦ୍ଧ ଜିଲ୍ଲା ରେ କାଟ ହେବ | ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଏହା ଜଣାଇ ଦିଆଗଲା |

Comments
Loading...