ବୌଦ୍ଧ ଗୁଦଗୁଦା ବ୍ରିଜ ଅବସ୍ଥା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରୁ ବଲାଙ୍ଗୀର ଖୋର୍ଦ୍ଧା 57 ଜାତୀୟ ରାଜପଥ ର ଗୁଦୁଗୁଦା ବ୍ରିଜ ରେ ଗତ କାଲି ରାତିରେ ହୋଇଥିବା ବର୍ଷା ଯୋଗୁଁ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି | ଯାତାୟାତ କରିବାରେ ବାଧା ଉପୁଜିଛି | ଜାତୀୟ ରାଜପଥ ର ନିମ୍ନ ମାନ ର କାମ ଯୋଗୁଁ ଏପରି ହୋଇଥିବା ଲୋକ ମାନେ ଅଭିଯୋଗ କରୁଛନ୍ତି | ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି | ଗତ କିଛି ବର୍ଷ ହେବା ବାରମ୍ବାର ଦୁର୍ଘଟଣା ହେବା ଯୋଗୁଁ ଗୁଦୁଗୁଦା ନାଳ ରେ ଏକ ନୂତନ ବ୍ରିଜ ନିର୍ମାଣ ହୋଇଛି |

Comments
Loading...