ବୌଦ୍ଧ ଜିଲାରେ କରୋନା ଗ୍ରାଫ ନିମ୍ନ ଗାମୀ ଗତ ୨୪ ଘଣ୍ଟା ରେ ୭ ଜଣ କରୋନା ପୋଜିଟିଭ ଚି଼ହ୍ନଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 7 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି |ଆଜି ସମଗ୍ର ରାଜ୍ୟରେ 2542 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12340 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12075ସୁସ୍ଥ ହୋଇଥିବା ବେଳେ 181 ଜଣ ଚିକିତ୍ସାଧିନ ଥିବା ବେଳେ 84 ଜଣ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12340 ରେ ପହଂଚିଛି

Comments
Loading...