ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ଭଦ୍ରକ (କୋଶଲ ନ୍ୟୁଜ) ଜଣେ ଓଡ଼ିଆ ଡାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବଞ୍ଚି ଯାଇଚଛି ଜଣେ ରୋଗୀ ଙ୍କ ଜୀବନ ଗତ 7 ତାରିଖ ରେ ଇଣ୍ଡିଗୋ ବିମାନ ରେ ଯାତ୍ରା କରୁଥିବା ସମୟ ରେ ଜଣେ ଯାତ୍ରୀ ଗୁରୁତର ହୋଇପଡିଥିଲେ ଠିକ୍ ସେହି ସମୟ ରେ ସେହି ବିମାନ ରେ ଉପସ୍ଥିତ ଡାକ୍ତର ଶ୍ରିମନ୍ତିନି ରାଉତରାୟ ଙ୍କ ଉପସ୍ଥିତ ଚିକିତ୍ସା ଓ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରୋଗୀ ଜଣଙ୍କ ର ଜୀବନ ବଞ୍ଚି ଯାଇଥିଲା ଏଥିପାଇଁ ଡାକ୍ତର ଶ୍ରୀମନ୍ତିନୀ ଙ୍କ ପାଖକୁ ସବୁ ମହଲ ରୁ ପ୍ରଶଂସା ର ସୁଅ ଛୁଟି ଚାଲିଛି

Comments
Loading...