ହୀରାକୁଦ ଜଳ ଭଣ୍ଡାର ରୁ ଏ ବର୍ଷ ର ପ୍ରଥମ ଜଳ ନିଷ୍କାସନ ଆସନ୍ତା ୧୧ ତାରିଖ ରେ

ଓଡିଶା ର ବୃହତମ ତଥା ଜୀବନ ରେଖା କୁହାଯାଉଥିବା ମହାନଦୀ ରେ ହୀରାକୁଦ ନଦୀ ବନ୍ଧ ରେ ଏ ବର୍ଷ ର ପ୍ରଥମ ବନ୍ୟା ଜଳ ଆସନ୍ତା ଜୁଲାଇ 11 ତାରିଖ ରେ ନିଷ୍କାସନ କରାଯିବା ନେଇ ସୂଚନା ରହିଛି | ପ୍ରଥମେ ପୂଜା କରାଯାଇ ଜଳ ନିଷ୍କାସନ କରାଯିବ | ନଦୀବନ୍ଧ କର୍ତ୍ତୃପକ୍ଷ ତରଫରୁ ତଳିଆ ଅଞ୍ଚଳ ର ଲୋକ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ସତର୍କ ରହିବା ପାଇଁ |

Comments
Loading...