ସଂଖ୍ୟାଲଘୁ ଖ୍ରୀଷ୍ଟିଆନଙ୍କୁ କରୋନା ସହାୟତା

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା -ବଡ଼ପରା ଠାରେ ଜିହୋବାଯିରୀ ଓ ବ୍ଲେସିଙ୍ଗ କିରନ ଫୋରମ ମିଳିତ ସହଯୋଗ ରେ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳର ତିରିଶ ଗୋଟିପରିବାର ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଖ୍ରୀଷ୍ଟି୍ୟାନ ସମାଜ ସଭାପତି ଅମରେନ୍ଦ୍ର ନନ୍ଦ, ବ୍ଲେସେଡ ଜୟ ସେନାପତି, ଆଶା ବିଜୟିନୀ ତାଣ୍ଡି, କିସାନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ l

Comments
Loading...