ରକ୍ତ ଦାନ ଶିବିର ଆୟୋଜିତ କରି ବି.ଜେ. ପି କର୍ମୀ ସାଜିଲେ ସମାଜ ବନ୍ଧୁ

ଭଦ୍ରକ (କୋଶଲ ନ୍ୟୁଜ) ରକ୍ତ ଦାନ ମହପୁଣ୍ୟ। ମହାମାରୀ ପରି ଭୟଙ୍କର ସ୍ଥିତି ରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କେତେକ ଯୁବପିଢି ଙ୍କ ଉଦାର ମାନଭାବ ଯୋଗୁଁ ଭଦ୍ରକ ରେ ଆୟୋଜିତ ହୋଇଥିଲା ରକ୍ତ ଦାନ ଶିବିର। ସମାଜ ରେ ରକ୍ତ ଅଭାବ ରୁ ଦିନ କୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିସ୍ଥିତି କୁ ଆଗରେ ରଖି ଜିଲ୍ଲା ବି.ଜେ.ପି ପକ୍ଷ ରୁ ଯେଉଁ ପଦକ୍ଷେପ ନିଆଯାଇଛି ଅତି ପ୍ରଶଂସନୀୟ। ଆଜି ବି.ଜେ.ପି ଯୁବପିଢି ଙ୍କ ଆଗୁଆ ପଦକ୍ଷପ ରେ ଭଦ୍ରକ ଚରମ୍ପା ସ୍ଥିତ ଅଗ୍ରୱାଲ ପେଲେସ୍ ୫୦ ରୁ ୭୦ ୟୁନିଟ ମଧ୍ୟ ରେ ରକ୍ତ ଦାନ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ଏହି ମହାନ ଦିବସ ରେ ବି.ଜେ.ପି ର ବହୁ ଯୁବ ନେତା ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକୁ ସୁଚାରୁରୂପେ ପ୍ରତିପାଦନ କରିବାରେ ସଫଳ ହୋଇଥିଲେ

Comments
Loading...