ବୌଦ୍ଧ ମାଓ ଅପରେସନ ଆହତ ଯବାନ AIMS ରେ ଭର୍ତି

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ର ମାଓ ଅପରେସନ ରେ ଆହତ ଯବାନ ଙ୍କୁ ଭୁବନେଶ୍ୱର AIMS ରେ ଭର୍ତି କରାଯାଇଛି | ଜଣେ ଯବାନ ଙ୍କ ଛାତି ରେ ଏବଂ ଅନ୍ୟ ଜଣଙ୍କ ର ଗୋଡ ରେ ଗୁଳି ବାଜିଥିଲା | ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଜରୁରୀ ଚିକିତ୍ସା ପାଇଁ ପଠା ଯାଇଥିଲା |ପୋଲିସ DG ଉକ୍ତ ଯବାନ ଙ୍କୁ ହେଲିକେପଟର ଦ୍ୱାରା ଭୁବନେଶ୍ୱର ପଠେଇଛନ୍ତି |

Comments
Loading...