ବଡ଼ପରା ଗାଁ ବସଷ୍ଟାଣ୍ଡ ର ନଳକୂଅ ମରାମତି ଦାବୀ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର /ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁ ବସଷ୍ଟାଣ୍ଡ ରେ ପଞ୍ଚାୟତ ପକ୍ଷରୁ ଦୁଇବର୍ଷ ହେବ ଖୋଲାଯାଇ ଥିଲା କିନ୍ତୁ କୌଣସି କାରଣ ହେତୁ କିଛିମାସ ହେବ ପାଣି ବାହାରୁନାହିଁ ତେଣୁ ନାହିଁ ନ ଥିବା ହଇରାଣ ହେଉଛନ୍ତି ଏହିପରି ଭାବେ ପୁଣି ହରିଜନ ପଡା, ବସ୍ତି ନଳକୂପ ମଧ୍ୟ ଅଚଳ ହୋଇ ପଡିଛି l ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅଚଳ ନଳକୂପକୁ ସଚଳ କରିବାକୁ ଜନସାଧାରଣରେ ଦାବୀହେଉଛି l

Comments
Loading...