ଓଡିଶା ବ୍ରିଗେଡ ସ୍କୁଲ, ଗୋବଜୋର ର ସମ୍ପାଦକ ଙ୍କ ଦୁର୍ଘଟଣା ରେ ମୃତ୍ୟୁ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ର ଗୋବଜୋର ଗାଁ ର ଡ଼ିଲେ ଗୁରୁ ନାମକ ଜଣେ ଉଦ୍ୟୋମୀ ଯୁବକ ଙ୍କ ଆଜି ଦିନ 1ଟା ସମୟରେ ଦମାମୁଣ୍ଡା ର ଗୋହିପିଟା ବୁଲାଣି ରାସ୍ତାରେ ଏକ ଗଛରେ ପିଟି ହୋଇ ଛିଟିକି ପଡ଼ିଥିଲେ ତାଙ୍କୁ ଲୋକମାନେ ଉଦ୍ଧାର କରି ସୋନେପୁର ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ପଠେଇ ଥିଲେ ଚିକିତ୍ସାଧିନ ଅବସ୍ଥା ଅପରାହ୍ନ ରେ ତାଙ୍କର ମୃତ୍ୟୁ ହୋଇଛି | ସ୍ଵର୍ଗତ ଡ଼ିଲେ ଗୁରୁ ଗୋବଜୋର ର ବ୍ରିଗେଡ ସ୍କୁଲ ର ସମ୍ପାଦକ ଥିଲେ ତାଙ୍କର ମୃତ୍ୟୁ ରେ ତାଙ୍କର ବନ୍ଧୁ ମହଲ ରେ ଶୋକର ଛାୟା ଖେଳି ଯାଇଛି |

Comments
Loading...