ବ୍ଲକ ସ୍ଥରିୟ ଚାଷୀ ସମ୍ମିଳନୀ ରିଆମାଳ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲଚନା ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଦୂର୍ଗା ମଣ୍ଡପରେ ଆଜି ରିଆମାଳ ବ୍ଲକର ସମସ୍ତ ପଞ୍ଚାୟତରୁ ଚାଷୀମାନେ ଏକତ୍ରିତ ହୋଇ ବ୍ଲକ ସ୍ଥରିୟ ଏକ ସଭା ଆୟଜନ କରାଯାଇଥିଲା ।

ରମାକାନ୍ତ ପ୍ରଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଦେବଗଡ ଜିଲ୍ଲାର କୃଷକ ସଂଙ୍ଗଠନର ସଭାପତି ପ୍ରମୋଦ କୁମାର ଝାଙ୍କର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅରୁଣ କୁମାର ସାହୁ , ରିଆମାଳ ପୂର୍ବତନ ସରପଞ୍ଚ ରସାନନ୍ଦ ବିଶ୍ବାଳ, କଂଗ୍ରେସ କୃଷକ ସେଲର ସଭାପତି ସନ୍ତୋଷ କୁମାର ସାହୁ, ଜିଲ୍ଲା ଉପଦେଷ୍ଟା ମଣ୍ଡଳର ବରଦା ପ୍ରସାଦ ଦେବ । ଜନାର୍ଦ୍ଧନ ପ୍ରଧାନ ଗୁରୁଚରଣ ସାହୁ ଜିଲ୍ଲା ସହ ସମ୍ପାଦକ ହିରାଧର ସାହୁ ସମେତ ମଞ୍ଚାସିନ ଥିଲେ ।
ଉକ୍ତ ବୌଠକରେ କୃଷକ ମାନଙ୍କର ଚାଷ ସମ୍ବଦିୟ ଧାନ କିଣାକୁ ନେଇ ଧାନର କଟିନି ଛଟନି ଉପରେ ବିଶେଷ ଆଲଚନା କରାଯାଇଥିଲା । ଆଜିର ଏହି ବୌଠକରେ ବ୍ଲକର ନୃତନ କର୍ମକର୍ତ୍ତା ଚୟନ କରାଗଲା ଏବଂ ଏଥିରେ ନୃତନ ଭାବେ ବ୍ଲକ ସଭାପତି ଭାବରେ ହୃଷିକେଶ ପ୍ରଧାନଙ୍କୁ ମନନିତ କରିଥିବା ବେଳେ ସମ୍ପାଦକ ଭାବରେ ଯୋଗେଶ୍ବର ବିଶ୍ବାଳ ଓ କଷଧ୍ୟକ ଭାବରେ ପବିତ୍ର ମହନ ନାୟକଙ୍କୁ ଚୟନ କରାଯାଇଥିଲା । ଏହି ସଭାକୁ ତ୍ରିନାଥ ବିଶ୍ବାଳ ମକରଧ୍ବଜ ପ୍ରଧାନ ବିରେନ ପ୍ରଧାନ ଯଦୁମଣି ସାହୁ ପୂର୍ଣ୍ଣ ସହଯୋଗ କରି ସର୍ବ ଶେଷରେ ହରିଶ୍ଚନ୍ଦ୍ର ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।।
Comments
Loading...