ବୌଦ୍ଧ ଜିଲାରେ କରୋନା ଉର୍ଦ୍ଧ ଗାମୀ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ ପୁନର୍ବାର 12 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ସାମାନ ରହିଛି | ଆଜି ସମଗ୍ର ରାଜ୍ୟରେ କରୋନା ସଂଖ୍ୟା ଦୁଇହାଜର ଉପରେ ରହିଛି 2074ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12397
ଜଣ କରୋନା ପୋଜିଟଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12159 ସୁସ୍ଥ ହୋଇଥିବା ବେଳେ 137 ଜଣ ଚିକିତ୍ସାଧିନ ଅଛନ୍ତି |ଜିଲ୍ଲା ରେ ଆଜି ସୁଦ୍ଧା ମୋଟ 89 ଜଣଙ୍କ ମୃତ୍ୟୁ ହୋଇଛି |ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12397 ରେ ପହଂଚିଛି| ବୌଦ୍ଧ ଜିଲ୍ଲା ରେ କରୋନା ଏବେ କିଛି ଦିନ ଧରି ଉପର ତଳ ହେଉଛି ତେଣୁ ଜନସାଧାରଣଙ୍କୁ ଅନୁରୋଧ ଟୀକା ନେବା ସହ କୋଭିଡ ନିୟମ ପାଳନ କରନ୍ତୁ ଏବଂ ଜିଲ୍ଲା କୁ କରୋନା ମୁକ୍ତ କରିବାରେ ସାହାର୍ଯ୍ୟ କରନ୍ତୁ

Comments
Loading...