ଏ ଟି ଏମ ଭିତରେ ବିଦ୍ୟୁତ ଆଘାତ ରେ ଗାଈ ର ମୃତ୍ୟୁ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଠାରେ ଥିବା axis bank ATM ଭିତରେ କୌଣସି କାରଣ ରୁ ସର୍ଟ ସର୍କିଟ ହୋଇ ବିଦ୍ୟୁତ ପରିବାହିତ ହେଉଥିବାରୁ ଆଜି ଏକ ବୁଲା ଗାଈ ଉକ୍ତ ATM ଭିତରକୁ ଟୁକୁଡା କାଗଜ ଖାଇବାକୁ ଯାଇ ବିଦ୍ୟୁତ ଆଘାତ ରେ ମୃତ୍ୟୁ ବରଣ କରିଥିବା ଲୋକ ମାନେ କହିଛନ୍ତି | ପୂର୍ବରୁ ଅନେକ ଗ୍ରାହକ ଝିମ ଝିମ କରୁଥିବା ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ଘଟଣା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି |

Comments
Loading...