ଗାଇସିଲେଟ ଶାଖା ପକ୍ଷରୁ ପ୍ରସ୍ତୁତି ବୈଠକ ଆଦିବାସୀ ଓଵିସି ଦଲିତ ସେନା

ଵରଗଡ(କୋଶଲ ନ୍ୟଜ୍): ଵରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଆଗାମୀ ୨୧:୦୭:୨୧ରେ ଗାଇସିଲେଟ ଥାନା ସମ୍ମୁଖରେ ହେବାକୁ ଥିବା ଆମରଣ ଅନଶନ ଏବଂ ଗଣଧାରଣା ପାଇଁ ଓଡ଼ିଶା ଆଦିବାସୀ ଓବିସି ଦଳିତ ସେନା ଗାଇସିଲେଟ ଶାଖା ର ପ୍ରସ୍ତୁତି ବୈଠକ।ଏହି ବୈଠକରେ ଶଶୀଭୂଷଣ ବରିହା, ସଂଜୟ ଜରଜରିଆ, ଗୋପାଳ ଭୁଏ, ଯଜ୍ଞେଶ୍ଵର ପଧାନ, ଅଚ୍ୟୁତାନନ୍ଦ ସାହୁ, ବସୁଦେବ ଛିଚୁଆଁ, ରଙ୍କମଣୀ ପଧାନ,ବିପିନ ବିହାରୀ ଛିଚୁଆଁ ଏବଂ ଚତୁର୍ଭୁଜ ସାହୁ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ର ରୂପରେଖ ପ୍ରସ୍ତୁତ କରିଥିଲେ ।

Comments
Loading...