ଜୀବନ ବିନ୍ଦୁ ଓଡିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଆୟୋଜିତ

 
କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ତରଫରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ବେଲଖଣ୍ଡି ପ୍ରାଥମିକ ଚିକିତ୍ସାଲୟ ରେ ରକ୍ତଦାନ ଶିବିର ଆୟୋଜିତ ହେଇଯାଇଛି l 

ଉକ୍ତ ଶିବିର ରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ବିଜୁ ଜନତା ଦଳ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ,ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଧାୟକ ଙ୍କ ପ୍ରତିନିଧି ସନ୍ତୋଷ ଶର୍ମା, ଯୁବ ନେତା ଦଳଜୀତ ସିଂ, କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସଭାପତି ଅଜିତ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ସମ୍ପାଦକ ଲାଲବାହାଦୁର ନାୟକ ଏବଂ ନର୍ଲା ନିର୍ବାଚନ ମଣ୍ଡଳୀ ର ସକ୍ରିୟ ବିଜେଡି କର୍ମୀ ଜଗନ୍ନାଥ ଚୌଧୁରୀ, ଆର୍ତ୍ତତ୍ରାଣ ସିଂ,କୈଳାଶ ସାହୁ, ଦିଲୀପ ଦୋରା,ମହେନ୍ଦ୍ର ହେର୍ଣ୍ଣା, ଚକମାନ ନାଏକ, ବେଲଦାର ଭୋଇ ପଦ୍ମାବତୀ ସାହୁ, କୋୖଦଣ୍ଡ ସାହୁ, ବଶିଷ୍ଠ ସାହୁ , ବିଜୁ ଛାତ୍ର ଜନତା ଦଳ ର ଦୀପକ ସାହୁ, ଶୁଭେନ୍ଦୁ ସାହୁ ଉପସ୍ଥିତ ଥିଲେ l 

 ଉକ୍ତ ଶିବିର ରେ 100 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରକ୍ତଭଣ୍ଡାର କୁ ସ୍ଥାନାନ୍ତରିତ କରାଯାଇଥିଲା
Comments
Loading...