ନବରଙ୍ଗପୁର ଜିଲ୍ଲାରେ ପୁଣି ଡରାଇଲା କରୋନା ଜଣେ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର :-ପାପଡାହାଣ୍ଡି ବ୍ଲକ ମୋକିଆରୁ ଜଣେ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି | ତାଙ୍କୁ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି | ମକିଆ ଅଂଚଳର ଜାଣେ ବ୍ୟକ୍ତିଙ୍କୁ ଜ୍ୱର ହେବାରୁ ପାପଡାହାଣ୍ଡି ଆସି ଡାକ୍ତରଙ୍କୁ ଦେଖାଇ ଥିଲେ। ଏବଂ ତାଙ୍କର ପରୀକ୍ଷା କରିବା ପାରେ ତାଙ୍କୁ କରୋନା ବାହାରିଥିଲା |ଦୀର୍ଘ ଦିନ ପରେ ପୁଣି ନବରଙ୍ଗପୁର ଜିଲ୍ଲାରେ କରୋନା ଫେରିଲା। କରୋନାରୁ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଲୋକଙ୍କୁ ମାସ୍କ ବ୍ୟବହାର ଓ ସାନିଟାଈଜର ବ୍ୟବହାର ନେଇ ସଚେତନ କରାଯାଇଛି |ସ୍ଥାନୀୟ ଜନତା ଯଦି ବେଳ ଥାଉଁଣୁ ସତର୍କ ନ ହୁଅନ୍ତି ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ। ତେଣୁ ସମସ୍ତେ ନିଜେ ନିଜେ ସତର୍କତା ଅବଲମ୍ବନ କରିବାକୁ ପଡିବ।

Comments
Loading...