ଆଜିର ରାଶିଫଳ ବୁଧୁବାର ୩୦ ଡିସେମ୍ବର ୨୦୨୦

ତିଥି  ପର୍ବଦିବସ: ବୁଧବାର ମାର୍ଗଶିର ଶୁକ୍ଳ ପୂର୍ଣ୍ଣିମା ଦିବା ୦୮:୫୮:୦୯ ଗତେ ପୌଷ କୃଷ୍ଣପକ୍ଷ ପ୍ରତିପଦ ତିଥି। ମିଥୁନଚନ୍ଦ୍ର ଅହୋରାତ୍ର। ଆର୍ଦ୍ରା ସନ୍ଧ୍ୟା ୦୬:୫୪:୪୦ ଗତେ ପୁନର୍ବସୁ ନକ୍ଷତ୍ର। ପଣ୍ଡୁ ପୂର୍ଣ୍ଣିମା, ମାର୍ଗଶିର ପୂର୍ଣ୍ଣିମା। ରାତ୍ରି ୧୦:୨୦ରେ ପ୍ଲୁଟୋ ମକରରାଶିକୁ ଚଳିବେ। ପୂର୍ଣ୍ଣିମା ତିଥିରେ ଆମିଷ ଓ ତୈଳ ଏବଂ ଦିବା ୦୮:୫୮:୦୯ ଗତେ ପ୍ରତିପଦ ତିଥିରେ ପାଣିକଖାରୁ ଭକ୍ଷଣ ନିଷେଧ।

ମେଷ

ଆଜି ଆପଣଙ୍କୁ ମାନ ଓ ସମ୍ମାନ ପ୍ରାପ୍ତ ହେବାର ଆସାରା ଅଛି । ଆଜି ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ । ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ପାରନ୍ତି । ଅଟକିଥିବା କାର୍ଯ୍ୟ ପୁରା କରି ପାରନ୍ତି । କାରୋବାର ମଧ୍ୟମ ଧରଣର ରହିବ ଓ କାର୍ଯ୍ୟଭାର ଅଧିକ ରହିବ । କଠିନ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ । କିନ୍ତୁ ଅନାବଶ୍ୟକ ଖର୍ଚ ବଢିବା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହେବାର ସମ୍ଭାବନା ଅଛି । କାହା ସହିତ ବାଦ ବିବାଦରେ ପଡନ୍ତୁ ନାହିଁ ।

ବୃଷ

ଯେଉଁ ଅବସର ପାଇଁ ଆପଣ ବହୁତ ଦିନ ପାଇଁ ଅପେକ୍ଷା କରୁଥିଲେ ଆଜି ସେହି ଅବସର ଆପଣଙ୍କ ସମ୍ମୁଖରେ ଚାଲି ଆସିଛି । ଆଜି ଆପଣଙ୍କୁ ବ୍ୟାପାରରେ ସଫଳତା ମିଳିପାରେ । ଶାରିରୀକ ଓ ମାନସିକ ରୂପରେ ଖୁସି ଅନୁଭବ କରିବେ । ଆଜି କୌଣସି ନୂଆ କାମ ଆରମ୍ଭ କରି ପାରନ୍ତି । ବିଦ୍ୟାର୍ଥୀମାନଙ୍କ ଶିକ୍ଷାରେ ସଫଳତା ମିଳିପାରେ । ଆଜି କୌଣସି ଦୂର ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ବ୍ୟବସାୟିକ ଗତିବିଧିରେ ଛୋଟ ଛୋଟ ସମସ୍ୟା ଆସିପାରେ । କିନ୍ତୁ କଠିନ ପରିଶ୍ରମ କରିବା ଦ୍ଵାରା କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ

ଆଜି ଆପଣ କିଛି ଖାସ କାମ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ରୂପରେ କରନ୍ତୁ ସେଥିରେ ସଫଳ ମଧ୍ୟ ହେବେ । ଆପଣଙ୍କୁ କୌଣସି ବଡ ଦାୟିତ୍ଵ ମିଳିପାରେ । ଯାହାକୁ ଆପଣ ଭଲ ଭାବରେ ପାଳନ କରିବେ । ଆଜି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଆଜି ଆପଣଙ୍କ ଦିନ ଲାଭଦାୟକ ହୋଇପାରେ । କୌଣସି ପୁରୁଣା ସାଥିଙ୍କ ସହ ସାକ୍ଷାତ ହୋଇପାରେ । ଆଜି ଆପଣ ନିଜର ଅତିରିକ୍ତ ସମୟ ନିସ୍ଵାର୍ଥ ସେବାରେ ଲଗାଇ ପାରନ୍ତି । ଆଜି ଆପଣଙ୍କ ମାନ ସମ୍ମାନ ବୁଦ୍ଧି ହୋଇପାରେ । ବ୍ୟବସାୟିକ ଗତିବିଧିରେ ସଫଳ ହେବେ ଓ କାରୋବାରରେ ଧନଲାଭର ସ୍ଥିତି ରହିବ ।

କର୍କଟ

ଆଜି ଆପଣଙ୍କ ଖର୍ଚ ବଢିପାରେ । ଆଜି ଆପଣଙ୍କ କାମ କାର୍ଯ୍ୟରେ ଅଳ୍ପ ବାଧା ରହିବ । ଆଜି ଟଙ୍କା ଦେବା ନେବା କରନ୍ତୁ ନାହିଁ । ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିପାରେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିପାରେ । ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇପାରେ । ବ୍ୟପାରରେ ପ୍ରଗତି ମିଳିପାରେ । ପରିଜନଙ୍କ ସହିତ କୌଣସି ସୁନ୍ଦର ସ୍ଥାନକୁ ଯାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ କରିବେ ଓ ଦିନ ସାରା ବ୍ୟସ୍ତ ରହିବେ । କାରୋବାର ବିସ୍ତାରର କରିବାର ଯୋଜନା କରିବେ ।

ସିଂହ

ଆଜି ଆପଣଙ୍କ ଦିନ ଭଲ ରହିବ । ଛାତ୍ରମାନଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ । ଆଜି ପରିବାରଙ୍କ ସହିତ ସମୟ ବ୍ୟତିତ କରିବେ । ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମର ଫଳ ମିଳିବ । ଆଜି ଆପଣ ନିଜର ଜୀବନସାଥୀଙ୍କ ସହିତ ଭଲ ସମୟ ବିତାଇବେ । ପରିଜନ ତଥା ମିତ୍ରଙ୍କ ସହିତ କୌଣସି ସମାରୋହରେ ଯାଇ ପାରନ୍ତି । ଧନ ପ୍ରାପ୍ତିର ଯୋଗ ଅଛି । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିପାରେ ସମ୍ଭାବନା ଅଛି । କାରୋବାର ମଧ୍ୟମ ଧରଣର ରହିବ । ଅନାବଶ୍ୟକ ଖର୍ଚ ଅଧିକ ରହିବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି କମଜୋର ହୋଇପାରେ ।

କନ୍ୟା

ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ଆଜି କୌଣସି ନୂଆ ଯୋଜନା କରିବେ ଓ ସେଥିରେ ସଫଳତା ବି ମିଳିବ । ପରିଶ୍ରମର ପୁରା ଲାଭ ମିଳିବ । ଚିନ୍ତା କରିଥିବା କାର୍ଯ୍ୟ ପୁରା ହେବ । ଆଜି ଆପଣଙ୍କ ପାଇଁ ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଲକୁଲ ସଠିକ ସମୟ ଅଟେ । ଆଜି ଆପଣଙ୍କର କାର୍ଯ୍ୟ କୁଶଲାତା ବଢିପାରେ । ଧନଲାଭ ହୋଇପାରେ । ଭାଗ୍ୟୋଦୟ କରିବା ବାଲା କୌଣସି ଘଟଣା ଘଟିପାରେ । ଆଜି ଆପଣ ନିଜର କୌଣସି ମିତ୍ରଙ୍କ ସହିତ ଭଲ ସମୟ ବ୍ୟତିତ କରିବେ । ବ୍ୟବସାୟିକ ଗତିବିଧି ଭଲ ଚାଲିବ ଓ କାର୍ଯ୍ୟରେ ସଫଳତା ମିଳିବ ।

ତୁଳା

ଆଜି ମନ ସ୍ଥିର ରହିବା କାରଣରୁ ଆପଣ ଅଳ୍ପ ଚିନ୍ତିତ ରହି ପାରନ୍ତି । କିନ୍ତୁ ଆପଣ ସାହାର୍ଯ୍ୟ ଦ୍ଵାରା ଶାନ୍ତି ଅନୁଭବ କରିବେ । ଅଫିସରେ ଆପଣଙ୍କ କାମ ବଢିପାରେ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ସୁସ୍ଥ ଅନୁଭବ କରିବେ । ଆର୍ଥିକ ଦୃଷ୍ଟିରେ ଆଜିର ଦିନ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ସନ୍ତାନ ତରଫରୁ ସୁଖ ଖବର ମିଳିପାରେ । ବ୍ୟବସାୟିକ ଖର୍ଚରେ ଅପେକ୍ଷାତିତ ସଫଳତା ମିଳିବାର ସମ୍ଭାବନା ଅଛି ଓ ଆୟରେ ବୁଦ୍ଧି ହେବ । ଟଙ୍କା ନେବା ଦେବା ଠାରୁ ବଞ୍ଚନ୍ତୁ ।

ବିଛା

ନିବେଶ କରିବା ଠାରୁ ବଞ୍ଚନ୍ତୁ । ପରିବାର ପରିସ୍ଥିତି ଭଲ ରହିବ । କିନ୍ତୁ ଧ୍ୟାନ ରହୁ କି ଆପଣଙ୍କ ବ୍ୟବହାର କାହାକୁ ଆଘାତ ନ ଦେଉ । ଗାଡି ଚଲାଉଥିବା ସମୟରେ ସାବଧାନ ରୁହନ୍ତୁ । ପରିବାର ପରିବେଶ ଭଲ ରହିବ କିନ୍ତୁ କୌଣସି କଥାକୁ ନେଇ ପରିଜନଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ପୁରା ଦିନ ବ୍ୟସ୍ତ ରହିବେ । ଯାହା ଦ୍ଵାରା କ୍ଳାନ୍ତ ଅନୁଭବ କରିବେ । ଆପଣଙ୍କୁ କେତେକ ମାମଲାରେ ଭଲ ପରିଣାମ ମିଳିପାରେ । ଧାର୍ମିକ କାମରେ ଆପଣଙ୍କ ରୁଚି ପୂର୍ବ ଭଳି ରହିବ । ମନରେ କିଛି ଭୁଲ ଆଶଙ୍କା ବି ଆସିପାରେ ।

ଧନୁ

ସମ୍ପତ୍ତି ଓ ଶେୟାର ବଜାରରେ ନିବେଶ ଲାଭଦାୟକ ରହିବ । ଗୃହସ୍ତ ଜୀବନରେ ବାତାବରଣ ଭଲ ରହିବ । ଆଧ୍ୟାତ୍ମିକ ପ୍ରତି ଆପଣଙ୍କ ରୁଚି ବଢିବ ଓ ଇଶ୍ଵରଙ୍କ ଭକ୍ତିରେ ଲୀନ ରହିବେ । ନକାରତ୍ମକ ବିଚାର ଭାବନା ରହିବ । ଅଧିକ ବ୍ୟୟ ହେବାର ସମ୍ଭାବନା ଅଛି । ଧର୍ମ କର୍ମ କାର୍ଯ୍ୟରେ ଧନ ବ୍ୟୟ ଅଧିକ ରହିବ । ପରିଶ୍ରମ ଅନୁରୂପ ସଫଳତା କମ ଓ କୌଣସି କଥାକୁ ଚିନ୍ତିତ ରହିପାରନ୍ତି । ହନୁମାନ ଚାଳିଶାର ପାଠ କରନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ । କିନ୍ତୁ ଅପେକ୍ଷାତିତ ସଫଳତା ମିଳିବାର ପାରେ ।

ମକର

ଗୃହ ନକ୍ଷତ୍ରର ଯୋଗ ଆପଣଙ୍କ ପାଇଁ ଅନୁକୂଳ ରହିବେ ଓ ଆର୍ଥିକ ଯୋଜନାରେ ସଫଳ ହେବେ । ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ଲାଭର ସ୍ଥିତି ରହିବ । ଅନାବଶ୍ୟକ ଖର୍ଚ ଅଧିକ ରହିବ । ଯାହାକୁ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ପଡିବ । ଅନାବଶ୍ୟକ ଖର୍ଚ ଠାରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ ଓ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବାଦ ବିବାଦକୁ ଟାଳିବାକୁ ପ୍ରୟାସ କରନ୍ତୁ । ଅନାବଶ୍ୟକ ଖର୍ଚ ବଢିବା ଦ୍ଵାରା ମାନସିକ ରୂପରେ ବ୍ୟଗ୍ରତା ଅନୁଭବ କରିବେ । ନେଗେଟିବ ବିଚାର ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ

ଭାଗୀଦାରୀ ବାଲା ବ୍ୟବସାୟ ଓ କୌଣସି ଆର୍ଥିକ ଯୋଜନା ଉପରେ ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ । ଆଜି ଆପଣଙ୍କ ବ୍ୟବହାର କାରଣରୁ ପରିବାରରେ ବିବାଦ ହୋଇପାରେ । ଧନଲାଭ ହୋଇପାରେ । କିନ୍ତୁ ଆଜି କୌଣସି ବି ବଡ ନିଷ୍ପତି ନେଇ ପାରନ୍ତି । ପୁରୁଣା କଥାକୁ ନେଇ ଆପଣ ଚିନ୍ତିତ ରହିବେ । କୌଣସି ନୂଆ ମାମଲାରେ ବ୍ୟସ୍ତ ରହିବେ । ବ୍ରାହ୍ମଣକୁ ଦାନ କରନ୍ତୁ । ଆପଣଙ୍କର କାରୋବରରେ ଧନଲାଭ ହେବ । ଆଜି ଆପଣଙ୍କ ପରିବାରର ସଦସ୍ୟଙ୍କ ସାଥ ରହିବ ।

ମୀନ

କାର୍ଯ୍ୟ କ୍ଷେତ୍ରରେ କାମ ଅଧିକ କରିବେ ଓ କଠିନ ପରିଶ୍ରମ କରିବାକୁ ପଡିବ । ଜୀବନସାଥିଙ୍କ ସହ ସମ୍ବନ୍ଧ ଭଲ ହୋଇପାରେ । ଆଜି କୌଣସି ମହତ୍ଵପୂର୍ଣ ମାମଲାରେ ନିଷ୍ପତି ନିଅନ୍ତୁ ନାହିଁ । ପାରିବାରିକ ସମସ୍ୟା କାରଣରୁ ଆଜିର ଦିନ ଅଳ୍ପ ସମସ୍ୟା ଭରା ରହିବ । ନୂଆ କାରଜୀ ଆରମ୍ଭ କରିଥିବା ଲୋକମାନଙ୍କୁ ଟଙ୍କାର କ୍ଷତିର ସାମ୍ନା କରିବାକୁ ପଡିପାରେ । କଳା ରଙ୍ଗର ବସ୍ତ୍ର ନିଶ୍ଚିତ ଦାନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଧନ ହାନି ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ଓ ବାଣୀ ଉପରେ ସଂଯମତା ରଖନ୍ତୁ । ଅନ୍ୟଥା ବିବାଦରେ ପଡି ପାରନ୍ତି । 


[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ସେଆର କରନ୍ତୁ
Comments
Loading...