ଭିଜିଲାନ୍ସ ଜାଲରେ ପିଇଓ ବାଲେଶ୍ୱର ନାଏକ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ମିନଗୁର ପଂଚାୟତ ଭାଲେଗା  ବାଲେଶ୍ୱର ନାୟକ ଙ୍କ ଘରେ ଆଜି ସକାଲ -ଭିଜିଲାସନ୍ସ ଚଢ଼ାଉ କରିଛନ୍ତି l

ସେ କୁଟୁରୁ ଖମାର ପଂଚାୟତ ରେ ପି ଇ ଓ ରେ କାର୍ଯ୍ୟରତ l

ଭିଜିଲାସନ୍ସ ଟିମ ତାଙ୍କ ଘର ଏବଂ ଅଫିସ ସହିତ ଭବାନୀପାଟଣା ର ଗୋଦାମପଡ଼ା ତାଙ୍କ ତିନି ମହଲା  ତାଙ୍କ ଘରେ  ଚଢ଼ାଉ କରିଛନ୍ତି l ଭିଜିଲାସନ୍ସ DSP ଅନନ୍ତ ପ୍ରସାଦ ମଲ୍ଲିକ (ରାୟଗଡା ), ଇନିସ୍ପେକଟର ପ୍ରମିଳା ସୁନା (କଳାହାଣ୍ଡି ), ଇନିସ୍ପେକଟର ବାଙ୍କିମ ବବାଲି(ଜୟପୁର), ଇନିସ୍ପେକଟର ବି କେ ରୟ(ଜୟପୁର) ଚଢ଼ାଉ କରିଥିଲେ l ତାଙ୍କ କହିବା ଅନୁସାରେ ପି ଇ ଓ ଙ୍କ ଘରେ ତାଙ୍କ ନିଜ ପିତୃ ସମ୍ପତ୍ତି ଛାଡ ଅନ୍ୟ କିଛି ମିଳିନି l   ସକାଳ 7 ଟାରୁ ଚଢ଼ାଉ ଜାରି ରହିଛି।
Comments
Loading...