ଆଜିର ରାଶିଫଳ ସୋମବାର ୨୧ ଡିସେମ୍ବର ୨୦୨୦

ମେଷ

ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସାମନ୍ୟା ରହିବ, ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆର୍ଥିକ ଅବସ୍ତା ଖରାପ ନହେଉ ସେଥିପାଇଁ ନିଜ ମାସିକ ବଜଟ ଅନୁଯାଇ ଖର୍ଚ କରନ୍ତୁ ଏହା ଠାରୁ ଅଧିକ ଆପଣଙ୍କ ଆର୍ଥିକ ସ୍ଥିତି ଖରାପ କରି ପାରେ ।

ବୃଷ

ଆଜି ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣ ବା ଆପଣଙ୍କ ଘର ଲୋକ ନା କାହା ଠାରୁ ଟଙ୍କା ଆଣନ୍ତୁ ନାହିଁ କାହାକୁ ନିଜ ଘରୁ ଟଙ୍କା ଦିଅନ୍ତୁ । ଆଜି ବ୍ୟବସାୟ ବଢିବାକୁ ଲାଗିବ, ଶତ୍ରୁମାନଙ୍କ ଠାରୁ ସତର୍କ ହୋଇ ରହିବା ଉଚିତ ନଚେତ ହାନି ହୋଇ ପାରେ । ମାଁ ବାପାଙ୍କ ଦ୍ଵାରା କିଛି ଭଲ ଅନୁଭବ ପାଇପାରିବେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ । ସମୟ ସଠିକ ଭାବରେ ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ମୂଲ୍ଯବାନ ଅଟେ, କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ ।

ମିଥୁନ

ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଟଙ୍କା ପଇସା କାମରେ ଅତ୍ୟଧିକ ସାବଧାନ ହୋଇ ରହିବା ଉଚିତ ଅଟେ, କାମ ଅପେକ୍ଷା ସୋଶିଅଲ ମିଡିଆ ଉପଯୋଗ ଆପଣଙ୍କୁ ସମସ୍ୟା ଦେଇ ପାରେ, କୌଣସି କାର୍ଯ୍ୟ କରିବା ଆଗରୁ ତା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

କର୍କଟ

ଆଜି ଆବେଶ ରେ ଏମିତି କିଛି କରନ୍ତୁ ନାହିଁ, ଯାହା ଆପଣଙ୍କ ପରିବାର ଓ ଆପଣଙ୍କ ପାଇଁ ଅସୁବିଧାପୂର୍ଣ ହୋଇ ଯାଏ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ । ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।

ସିଂହ

ଆଜି ଆପଣଙ୍କ ଭଲ କାମ ପାଇଁ ଆପଣଙ୍କୁ ସଫଳତା ପ୍ରାପ୍ତ ହବ, ଆପଣଙ୍କ ଭାଗ୍ୟ ସଫଳତା ଆଡକୁ ଯିବ, ଆଜି ଆପଣ ସାମାଜିକ କାର୍ଯ୍ୟ ପାଇଁ ଆକର୍ଷଣ କେନ୍ଦ୍ର ରହିବେ, ଅଫିସ ଅଧିକାରୀମାନଙ୍କ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇ ପାରେ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ, ଆପଣଙ୍କୁ ଶହର ବାହାରୁକୁ ଯିବାକୁ ପଡି ପାରେ ।

କନ୍ୟା

ଆଜି ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ, ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ଆଜି ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସମ୍ପର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ ।

ତୁଳା
ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ, ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ ।

ବିଛା

ଆଜି କିଛି ବଡ ହାନି ହବାର ଆଶଙ୍କା ଅଟେ, ଆଜି ଆପଣଙ୍କ ଯେତେ ନିର୍ମାଣ କାର୍ଯ୍ୟ ଅଧା ହୋଇଛି ତାହା ଆଜି ହାନି ହୋଇବ, ଜୀବନସାଥି ସହ ସମ୍ପର୍କ ମଧୁର ହୋଇବ । ଶାରୀରିକ ଓ ମାନସିକ ରୂପରେ ଆଜି ଆପଣ ଖୁସି ରହିବେ, ଆଜି ଆପଣ ନିଜ ମାଁ ବାପା ସହ ଧାର୍ମିକ ସ୍ଥଳ ବୁଲିବାକୁ ଯାଇ ପାରନ୍ତି । ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ ।

ଧନୁ

ଆଜି ଆପଣଙ୍କୁ ଗତ କିଛି ଦିନ ତଳ ପରିଶ୍ରମ ପାଇଁ ଆଜି ଫଳ ପ୍ରାପ୍ତ ହବ, ଚାକିରି କରୁଥିବା ଲୋକମାନେ ଆଜି ନିଜ ପରିଶ୍ରମ ଦ୍ଵାରା ସମସ୍ତଙ୍କୁ ଦେଖେଇ ପାରିବେ ଯେ ଆପଣ ସବୁ କରି ପାରିବେ, ବହୁତ ବ୍ୟସ୍ତ ରହିଲେ ମଧ୍ୟ ଛାତ୍ରମାନଙ୍କ ପାଇଁ ଜବ ନୂଆ ଅବସର ଉପଲବ୍ଧ ରହିବ । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।

ମକର
ଧନ ଅଟକିବା ପାଇଁ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଏହି ସମୟ ପ୍ରେମ ସମ୍ବନ୍ଧ ପାଇଁ ବହୁତ ଭଲ ଅଟେ । ଆଜି ଏହି ରାଶି ମହିଳାଙ୍କୁ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହବ ବହୁତ ଲୋକ ପ୍ରୋମୋଶନ ମଧ୍ୟ ପାଇବେ, ଖର୍ଚ ଉପରେ ଧ୍ୟାନ ଦବା ଦରକାର ଅଟେ ନଚେତ ଆର୍ଥିକ ସମସ୍ୟା ହୋଇ ପାରେ । ଆଜି ସମାଜ ରେ ଆପଣଙ୍କ ମହତ୍ଵ ବଢିବାକୁ ଲାଗିବ ଆଜି ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ
କୁମ୍ଭ

ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କୁ ପ୍ରଶଂସା ପ୍ରାପ୍ତ ହବ, କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଆଜି ଦିନ ଆପଣଙ୍କ ପାଇଁ ଭଲ ରହିବ, ନିଜ ଜୀବନ ଭଲ କରିବା ପାଇଁ ଆପଣଙ୍କ ପାଖରେ ଉଚିତ ସମୟ ଅଟେ, ଆଜି ଆପଣଙ୍କ ବିବାହିତା ଜୀବନ ରେ କିଛି ଚିନ୍ତା ର ବିଷୟ ହୋଇ ପାରେ ।

ମୀନ
ଆପଣଙ୍କ ପାଖରେ ନୂଆ କାର୍ଯ୍ୟ କରିବା ପାଇଁ ଉପାୟ ଆସି ପାରେ, ଲୋଭ ରେ ନ ଫସିବା ପାଇଁ ଗଣେଶ ଠାକୁର କହିଛନ୍ତି ତାକୁ ସବୁବେଳେ ମନେ ରଖନ୍ତୁ । ଆଜି ଦିନ ଆପଣଙ୍କ ପାଇଁ ବଢିଆ ରହିବ, ହଟାତ ଖୁସି ଖବର ଶୁଣିବାକୁ ପାଇବେ, ଆଜି କୌଣସି ସମସ୍ଯା ଆସି ପାରେ ସାବଧାନ ରୁହନ୍ତୁ, ଆଜି ଆପଣଙ୍କ ସକାରାତ୍ମକ ଜୀବନରେ କୌଣସି ବଡ ପରିବର୍ତନ ହୋଇଯାଏ, ଆଜି ଆପଣ ନିଜ ଲକ୍ଷ ପାଇବାରେ ସଫଳ ହୋଇବେ ।
Comments
Loading...