ଓଁ ଶ୍ରୀ ଶ୍ରୀ ଗନ୍ଧମାର୍ଦ୍ଧନ ବୈଦ ମହା ସଙ୍ଘ ର ଏକତା ଏବଂ ସୁଦୃଢ କରିବା ପାଇଁ ଏକ ଜରୁରୀ କାଳୀନ ବୈଠକ ଆରମ୍ଭ

ବଲାଙ୍ଗୀର : ଆଜି ବୁଧବାର ଦିନ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଯମୁନାପାଲି ଠାରେ ଏକ ଜରୁରୀ କାଳୀନ ବୈଦ ମହାସଂଘ ବୈଠକ ଆରମ୍ଭ ହୋଇଯାଇଛି !!ଏଥିରେ ଗନ୍ଧମାର୍ଦ୍ଧନ ବୈଦ ମହାସଂଘ ର କେମିତି ଉନ୍ନତି କରଣ କରାଯିବ ଏବଂ ଏହି ସଙ୍ଘ କୁ କେମିତି ରେଜିଷ୍ଟେସନ କରାଯିବ ତାହା ଆଲୋଚନା ହୋଇଥିଲା !! ଏହି ସଭା କୁ ସଙ୍ଘ ର ସଭାପତି କର୍ଣ୍ଣ ମାଝୀ ଏବଂ ଉପସଭାପତି ରାମେଶ୍ୱର ପଣ୍ଡା ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ଭୋଇ କୋଷାଧକ୍ଷ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ଭୋଇ ଉପସ୍ଥାପନା କରିଥିଲେ, ଏବଂ ସଭା କୁ ପରିଚାଳନା କରିଥିଲେ ସର୍ଗିପାଲି ର ଲୋକନାଥ ପୁଟେଲ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସଙ୍ଗ କରିଥିଲେ ଦୁର୍ଯୋଧନ ଭୋଇ !! ଏଥିରେ ଖପ୍ରାଖୋଲ ବ୍ଲକ ର ବହୁ ସଂଖ୍ୟକ ବୈଦ ଯୋଗଦାନ ଦେଇଥିଲେ !! ସେ ମାନେ ହେଲେ ସାଗର ସାଣ୍ଡ, ମନ ହରିପାଳ, ହରିହର କଠାର ଆଗକୁ ଏହି ଗନ୍ଧମାର୍ଦ୍ଧନ ମହାସଙ୍ଘ ର କେମିତି ଉନ୍ନତି ମୂଳକ କାର୍ଯ୍ୟ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା।

“କ୍ରିଷ୍ଣା ସେଠୀ “

— ସମ୍ବାଦଦାତା

Comments
Loading...