ବାରକୋଟ ମଧ୍ୟପୁର ଗ୍ରାମରେ ଅଗ୍ନିକାଣ୍ଡ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ମଧ୍ୟପୁର ଗ୍ରାମର ରମାକାନ୍ତ ବେହେରାଙ୍କ ପୁଆଳ ବୋଧାରେ କୌଣସି କାରଣରୁ ଆଜି ହଠାତ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇ ବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରି ନଥିଲେ ଖବର ପାଇ ବାରକୋଟ ଦମକଳ କେନ୍ଦ୍ରରୁ ଦମକଳ ବାହିନୀ ସ୍ପେସିଆଲ ଟିମ ଆସି ନିଆଁକୁ ଆୟତ କରିଥିଲେ ।

ଅନିରୁଦ୍ଧ ନାୟକ

— ଜିଲ୍ଲା ସମ୍ବାଦଦାତା – ଦେବଗଡ଼

Comments
Loading...