ଆଜିର ରାଶିଫଳ ସୋମବାର ୨୨ ମାର୍ଚ୍ଚ ୨୦୨୧

ମେଷ:  ମାତା ଓ ପିତାଙ୍କ ସାଙ୍ଗରେ ବାହାରକୁ ବୁଲିବାକୁ ଯାଇପାରନ୍ତି ଓ ତାଙ୍କ ସହ ଭଲରେ ଦିନ କଟିବ । ପୁରା ଦିନ ଖୁସିରେ କାଟିବ ଓ ଆପଣଙ୍କ ସମ୍ପର୍କ ଦୃଢ ରହିବ । କୌଣସି ଏକ ଭୁଲ କର୍ମରୁ ଆପଣ ଶାରିରୀକ ଓ ମାନସିକ ଚାପରେ ଆଜି ରହିପାରନ୍ତି । ଘରର କୌଣସି ଏକ ଅସୁବିଧାରେ ସମାଧାନ କରିବାକୁ ଆଜି ସକ୍ଷମ ହେବେ । ଆଜି କିଛି ବଡ ନିସ୍ପତି ନେଇପାରନ୍ତି ।  ଆଜି ପୁରା ଦିନ ଧାର୍ମିକ ଅନୁଷ୍ଠାନରେ କଟିବ ନିଜର ଓ ଭଲ କର୍ମ ଫଳ ମିଳିବା ସହିତ କିଛି ନୂଆ ଖୁସି ଖବର ମିଳିପାରେ । ବହୁ ପୂର୍ବରୁ ରହିଯାଇଥିବା କାର୍ଯ୍ୟ ପୂର୍ଣ ହେବ । ଆର୍ଥିକ ସମସ୍ୟା ଦୂରେଇ ଯିବ ।
ମିଥୁନ:  ପରିବାରରୁ ଆଜି କିଛି ନୂଆ ଦାଇତ୍ୟ ମିଳିପାରେ । ସାଙ୍ଗମାନଙ୍କର ପୁରା ସାଥ ମିଳିବ ଯାହା ଫଳରେ କୌଣସି କର୍ମ ଆଜି ବାକି ରହିବ ନାହିଁ ଓ କିଛି ପୁରୁଣା ସାଙ୍ଗ ଦେଖା ହୋଇପାରନ୍ତି । ସବୁ କାର୍ଯ୍ୟ ଆଜି ସଫଳ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବ୍ୟବସାୟରେ କିଛି ଛୋଟ ଛୋଟ ଭୁଲ ହୋଇପାରେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ କିନ୍ତୁ ଭଲ ଲାଭ ହେବ । ବଡ ଲୋକଙ୍କର କଥା ଅନୁଯାଇ କାମ କରିବାକୁ ଚେଷ୍ଟା କରନ୍ତୁ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନଚେତ ସବୁ ନଷ୍ଟ ହୋଇଯିବାର ଅଧିକ ସମ୍ଭାବନା ଅଛି ।
ସିଂହ: କିଛି ପୁରୁଣା ସାଙ୍ଗ ସହ ଭେଟ ହୋଇପାରେ । ଧର୍ମ ସ୍ଥାନ ରେ କିଛି ଖର୍ଚ ହୋଇପାରେ । ଯାହା ଦ୍ଵାରା ସମାଜରେ ମାନ ସଂମ୍ମାନ ମିଳିବ ଓ ଗୁରୁଙ୍କର ଆଶ୍ରିବାଦ ମିଳିବ । ଯାତ୍ରା ଆପଣଙ୍କର ଲାଭ ଦାୟକ ହେବ । ଶତ୍ରୁ ଯଦି ଚେଷ୍ଟା କରେ ଆପଣଙ୍କୁ ଖାଲରେ ପକାଇବା ପାଇଁ ତେବେ ସେହି ଖାଲରେ ସେ ନିଜେ ପଡିବ । ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧିତ ସବୁ କାମ ବହୁତ ଭଲରେ ରହିବ । ଘରେ କିଛି ଭଲ ଖୁସି ଖବର ମିଳିପାରେ ।
ତୁଳା: ଏହି ରାସୀର ଲୋକେ ଆଜି ସାଙ୍ଗମାନଙ୍କ ସହ ବୁଲିବା ବା ମିଳାମିଶା ବଢିବ । ପାଖ ଜାଗାକୁ ଯାଇ ପୁରା ମଜା କରି ଆସିବେ ଯାହାକି ପୁରା ଦିନ ଆପଣଙ୍କର ଭଲରେ କଟିବ ଓ ଖୁସିରେ ରହିବେ । ନିଜର ନଜର ବଦଳାଇବା ପାଇଁ ଚେଷ୍ଟା କରନ୍ତୁ ନଚେତ ଆପଣଙ୍କ ସାଙ୍ଗରେ କେହି ମିଶି ନପାରନ୍ତି । ଏହିପରି କରିବା ଦ୍ଵାରା ଆପଣଙ୍କର କିଛି ଫାଇଦା ହେବ ନାହିଁ ଓ ଆପଣଙ୍କୁ କେହି ପସନ୍ଦ କରିବେ ନାହିଁ । ଆଜି ଆପଣଙ୍କର କାମରେ ମନ ଲାଗିବ ନାହିଁ । ଅଫିସରେ ସମସ୍ତଙ୍କ ଆଗେରେ ମୁଣ୍ଡ ତଳକୁ କରି କାମ କରିବାକୁ ପଡିବ । ବହୁଦିନରୁ ହେଉଥିବା ସମସ୍ୟା ଏବେ ଦୂରେଇଯିବ ବା କିଛି ସମାଧାନର ବାଟ ବାହାରି ଯାଇପାରେ ।
ଧନୁ: ଏହି ଲୋକଙ୍କର ଆଜି କିଛି ବାହରୁ ବଡ ଲୋକ ନୂଆ ସମାଧାନ ମିଳିପାରେ ଯାହାଫଳରେ ଆପଣ ସେହି ଉକ୍ତିକୁ ନେଇ କାମ କରିବା ଦ୍ଵାରା ସେହି କାର୍ଯ୍ୟ ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ରହିବ ଆଜି କିଛି ଖର୍ଚ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ । ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ ନଚେତ ବଡ ଅସୁବିଧାର ସମୁଖୀନ ହୋଇପାରନ୍ତି । କଥାବାର୍ତା ଓ ସ୍ଵଭାବରେ କିଛି ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ ନଚେତ ବଡ ବିବାଦ ମଧ୍ୟରେ ଫଶୀ ପାରନ୍ତି । ଭାଗ୍ୟ ପୁରା ଆଜି ଆପଣଙ୍କର ହିଁ ସାଥ ଦେବ । କାମ ପୁରା କରିବା ପାଇଁ ହୁଅତ ଆଜି ବେସୀ ସମୟ ନ ମିଳିପାରେ ।
କୁମ୍ଭ:କେହି ଆପଣଙ୍କୁ ଆଜି କୌଣସି କାର୍ଯ୍ୟରେ ହରାଇ ପାରିବେ ନାହିଁ । ପାଠ ପଢା ପିଲାଙ୍କ ପାଇଁ ଆଜି ଦିନ ବହୁତ ଭଲ ଅଟେ । ବ୍ୟବସାୟରେ ଆଜି ଭଲ ଲାଭ ହେତୁ ମନ ଆଜି ବହୁତ ଖୁସି ରହିବ । କାର୍ଯ୍ୟରେ କିଛି ଛୋଟ ମୋଟ ବାଧା ଆସିବା କିନ୍ତୁ କିଛି ବଡ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ । ପିଲା ମାନଙ୍କ ସହିତ ପାଟିତୁଣ୍ଡ ହୋଇପାରେ ଯାହାକି ଆଜି ଆପଣଙ୍କୁ ବହୁତ ଚିନ୍ତା ଲାଗିବ । ଆଜି କୌଣସି ବିପଦପୂର୍ଣ କାର୍ଯ୍ୟ କରନ୍ତୁ ନାହିଁ । ଆଜି କିଛି ମାନସିକ ଚାପରେ ଆସିପାରନ୍ତି । ଘରେ ଅସାନ୍ତି ଦେଖାଦେବ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...