ଭବାନୀପାଟଣା ରୁ ନୂଆପଡା ଆସୁଥିବା ମଣିବାବା ବସ ଦୁର୍ଘଟଣା ଗ୍ରସ୍ତ

ବଲାଙ୍ଗୀର /ବଙ୍ଗୋମୁଣ୍ଡା :-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ନୂଆପଡା ଆସୁଥିବା ଯାତ୍ରୀ ବାହି ବସ ମଣିବାବା ଦୁର୍ଘଟଣା ଗ୍ରସ୍ତ l ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ତୁରୁକଭଟା ଗ୍ରାମ ଦେଇ ଯାଉଥିବା ଷୋହଳ ନମ୍ବର ରାଜପଥ ରେ ରାସ୍ତା କଡକୁ ଓଲଟି ପଡିଛି l ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ କୋଡିଏ ରୁ ଉର୍ଦ୍ଧ ଆହତ ହୋଇଛନ୍ତି l ଆହତ କୁ ଚିକିତ୍ସା ପାଇଁ ନିକଟସ୍ଥ ସିନ୍ଧେକେଲା ହସ୍ପିଟାଲରେ ଭର୍ତି କରାଯାଇଛି l ଘଟଣାସ୍ଥଳକୁ ସିନ୍ଧେକେଲା ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି l

Comments
Loading...