କାଳିଆର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ବଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ନିକ୍ତିମାଳ ଗ୍ରାମର କାଳିଆ ବେହେରା ବୟସ ୧୪ ବର୍ଷ ପିତା କମାଣୁ ବେହେରା ବହୁଦିନ ହେବ ସେ ମୁର୍ଗି ରୋଗରେ ପିଡିତ ଅଛନ୍ତି । ଏବଂ ତାଙ୍କର ଡାହାଣ ଗୋଡଟି ଏବେ ପୋଡି ହୋଇଥିବା ଦେଖିବାକୁ ମିଳିଛି । ପିତା କମାଣୁ ବେହେରା ନିହାତି ଖଟିଖିଆ ଗରିବ ଦିନ ମଜୁରିଆ ହୋଇଥିବାରୁ ପୁଅ କାଳିଆକୁ ତିକିତ୍ସା କରି ପାରୁ ନାହାନ୍ତି । ଚିକିତ୍ସା କରିବାକୁ ଏବେ ଅର୍ଥ ସାଜିଛି ବାଧକ ଯଦି ସରକାର ତଥା ସ୍ଥାନୀୟ ପ୍ରସାଶନ ସହାୟତାର ହାତ ବଢ଼ାନ୍ତେ ତେବେ କାଳିଆ ଭଲ ହୋଇ ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

Comments
Loading...