ଯୁବ ସମାଜ ସେବି ବିକାଶ କୁମାର ଦତ୍ତ ଙ୍କୁ ସହଯୋଗୀ ସମ୍ମାନ ରେ ସଂମ୍ମାନିତ

ଭୁବନେଶ୍ୱର ଅଗ୍ରଣୀ ସମାଜ ସେବା ସଂଗଠନ ”ଡୁଡୁନୁ ଫାଉଣ୍ଡେସନ ଟ୍ରଷ୍ଟ ”ତରଫରୁ ରଙ୍ଗର ପର୍ବ ହୋଲି ଉପଲକ୍ଷେ” ରଙ୍ଗ ଉତ୍ସବ ସମ୍ମାନ 2021″କାର୍ଯ୍ୟକ୍ରମ ରେ ଯୁବ ସମାଜସେଵୀ ବିକାଶ କୁମାର ଦତ୍ତ ଙ୍କୁ ସହଯୋଗୀ ଭାବରେ ସଂମ୍ମାନିତ କରାଯାଇଛି . ଶ୍ରୀ ଦତ୍ତ ଙ୍କୁ ଉପଢ଼ୋକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ l କଳାହାଣ୍ଡି ଜିଲ୍ଲା ଡୁଡୁନୁ ଫାଉଣ୍ଡେସନ ଟ୍ରଷ୍ଟ ର ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରନ୍ତି l ସମାଜ ସେବା କୁ ନିଜର ବ୍ରତ ଭାବରେ ଗ୍ରହଣ କରିଛନ୍ତି l ଏହି ସମ୍ମାନିତ କାର୍ଯ୍ୟକ୍ରମ ରେ ସେଞ୍ଚୁରିଆନ ୟୁନୀଭରସିଟି ର କୁଳାଧିପତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରସନ୍ନ ପlଟ୍ଟଶାଣି ଉତ୍ସବ ର ସଭାପତି ତଥା ରାଜନେତା ଶ୍ରୀ ସଙ୍କ ର୍ଷଣ ପରିଡା, ଗିନିଜବୁକ ରେକର୍ଡ ଧାରୀ ଗାୟତ୍ରୀ ଉଟଘାଟନ କରିଥିଲେ l ଏହି ଉତ୍ସବ ରେ ଟ୍ରଷ୍ଟ ର ଅଧ୍ୟକ୍ଷl ଡ଼. ବନ୍ଦନା ହରିଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ଟ୍ରଷ୍ଟ ର ସମ୍ପାଦକ ସଂଜୀବ କୁମାର ହରିଚନ୍ଦନ ସୁଚାରୁ ରୂପେ ପରିଚାଳନା କରିଥିଲେ l ଡ. ସୁଶୀଲ କୁମାର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ l ମାନପତ୍ର ପାଠ ସୁଶ୍ରୀ ସର୍ବାଣି ଦାସ କରିଥିବା ବେଳେ ଟ୍ରଷ୍ଟ ର ଉପାଧ୍ୟକ୍ଷ ଶ୍ରୀ ବିକାଶ ରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l ନର୍ଲା ଅଂଚଳ ତଥା କଳାହାଣ୍ଡି ଜିଲ୍ଲା ରୁ ଶୁଭେଚ୍ଛା ର ବାର୍ତ୍ତା ର ଶୁଅ ଛୁଟୁ ଥିବା ବେଳେ କୋଣଅନୁକୋଣ ରୁ ଶ୍ରୀ ଦତ୍ତ ଙ୍କୁ ପ୍ରଶଂସା କରୁଛନ୍ତି l

Comments
Loading...