ପବିତ୍ର ଉତ୍କଳ ଦିବସ ଅଵସରରେ ୟାରୀୟନ ଫାଉଣ୍ଡେସନ ରେଢ଼ାଖୋଲ ତରଫରୁ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଏବଂ ଫଳ ବଣ୍ଟନ

ପବିତ୍ର ଉତ୍କଳ ଦିବସ ଅବସରରେ ରେଢ଼ାଖୋଲ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ୟାରୀୟନ ଫାଉଣ୍ଡେସନ ତରଫରୁ ନଗରରେ ଥିବା ମହାତ୍ମା ଗାନ୍ଧୀ ଶୃତି ସ୍ତମ୍ଭ ଏବଂ ସନ୍ଥକବି ଭୀମଭୋଇ, ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରଯାଇଥିଲା ଓ ରେଢ଼ାଖୋଲ ଉପ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର ସାଂସଦ ଓ ରେଢ଼ାଖୋଲ ଶିବରାମ ସାହୁ ଓ ପ୍ରଦୀପ ପ୍ରଧାନ ଯୋଗଦେଇ ଥିଲେ |
ଅନୁଷ୍ଠାନ ର ପ୍ରତିଷ୍ଠାତା ରଞ୍ଜିତ ବିଶ୍ୱଲ,ସଭାପତି ପପୁନ ସାମଲ ,ଉପସଭାପତି ଚିନ୍ମୟୀ ବିର,ସଂପାଦକ ଚିନ୍ମୟ ସାହୁ ,ଆବାହକ ଗଜାନନ କୁମାର,ପ୍ରଭାତ ରଶ୍ମିରଞ୍ଜନ ସାହୁ ଏବଂ ସଦସ୍ୟା ରିମା,ପୁଷ୍ପାଞ୍ଜଳି, ଶାନୁ ସହଯୋଗ କରିଥିଲେ |

Comments
Loading...