ବେଲାଦୁଲା ଗାଁ ରେ ବାଲ୍ୟ ବିବାହ ରୋକିଲା ଅନୁଗୋଳ ଚାଇଲ୍ଡ ଲାଇନ

ଆଠମଲ୍ଲିକ ବ୍ଲକ୍ ଗ୍ରାମ ବେଲଦୁଲା ଗ୍ରାମ ରେ ନିର୍ବନ୍ଧ ହୋଇସାରିଥିଲା ତୁରନ୍ତ ଖବର ପାଇ ଅନୁଗୋଳ ଚାଇଲ୍ଡ ଲାଇନ ର ଟିମ୍ ମେମ୍ବର ଲକ୍ଷ୍ମୀ ବେହେରା ଅଭିଷେକ ମହାପାତ୍ର ଆଠମଲ୍ଲିକ ବ୍ଲକ୍ ର କନ୍ଧପୋଡ଼ା ସରପଞ୍ଚ ଶ୍ରୀ ଦିଲ୍ଲିପ କୁମାର ପ୍ରଧାନ ଅଙ୍ଗନୱାଡ଼ି କର୍ମୀ ସୋଭାଗିନି ମିଶ୍ର ଆଶା କର୍ମୀ ମିଥିଳା ମେହେର ସି ଆର ପି ସୁନୀତା ମେହେର କିଆ କଟା ଥାନା ଅଧିକାରୀ ଙ୍କୁ ଙ୍କୁ ମଧ୍ୟ ଜଣା ଯାଇଥିଲା ଝିଅଟିର ବୟସ ୧୬ ବର୍ଷ ହେଇଥିଲା ଝିଅଟି କୁ ଓ ପରିବାର ସଦସ୍ୟ ମାନଙ୍କୁ ବାଲ୍ୟ ବିବାହ ନ କରିବାକୁ ବୁଝାଇ ଥିଲେ । ବିଗତ କିଛି ଦିନ ପୂର୍ବରୁ ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ବନ୍ଦ ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ସୂଚନା ଦିଆଯାଇଛି । ବାଲ୍ୟ ବିବାହ ହେଉଥିଲେ ଉକ୍ତ ବିବାହ କରିଥିବା ବ୍ରାହ୍ମଣ ତେଣ୍ଟ ହାଉସ ମାଲିକ ଓ ସହଯୋଗ କରିଥିବା ଲୋକମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟ।ନୁ ଷ୍ଟ।ନ ଗ୍ରହଣ କରାଯିବ ବାଲ୍ୟ ବିବାହ ରକିବାକୁ ପ୍ରତି ପଞ୍ଚାୟତ ରେ ସଚେତନ କାର୍ଯ୍ୟ କ୍ରମ କରାଯାଉଛି ଉକ୍ତ ବିବାହ ରେ ପାରିବା ର ଲୋକ ସରକାରଙ୍କ ସମସ୍ତ ନିୟମ ବିଷୟରେ ଜାଣିବା ପରେ ସେ ମଧ୍ୟ ସମସ୍ତ ଙ୍କ ଉପସ୍ଥିତିରେ ଏକ ଲିଖିତ ଚୁକ୍ତି ନାମ। ସ୍ୱାକ୍ଷର କଲେ ତାଙ୍କ ଝିଅକୁ ୧୮ ବର୍ଷ ହେଲା ପରେ ବିବାହ କରିବେ ।

Comments
Loading...