ପ୍ରକଳ୍ପ ଅଚଳ

ବଙ୍ଗୋମୁଣ୍ଡା :-ବଙ୍ଗୋମୁଣ୍ଡା ବ୍ଲକ ଭୂଷଳାଡ଼ ପଞ୍ଚାୟତ ପରୁଆଭାଡି ଗାଁରେ ପାନୀୟଜଳ କଷ୍ଟ l ମହିଳା ମାନେ ଜଳ ସଂଗ୍ରହ ନେଇ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି l ଦୀର୍ଘ ଦିନ ହେବ ଗାଁକୁ ପାଇପ ଯୋଗେ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ଅଚଳ ହୋଇ ପଡିରହିଛି l ଜଳ ବଣ୍ଟନ ବ୍ୟବସ୍ଥା କରିବା ସହ ପାଇପଜଳ ବଣ୍ଟନ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ଦାବୀକରିଛନ୍ତି l

Comments
Loading...