ସମ୍ମାନିତ କଳାକାର ଶ୍ରୀଯୁକ୍ତ ଡ.ପଦ୍ମଲୋଚନ ରାଉତ

ବିଭିନ୍ନ କ୍ଷେତ୍ରରେ କବିତା ରଚନା କରି ସମ୍ମାନ ଜନକ ପୁରସ୍କାର ପ୍ରାପ୍ତ କରିଛନ୍ତି ପ୍ରଫେସର ଶ୍ରୀଯୁକ୍ତ ଡ.ପଦ୍ମଲୋଚନ ରାଉତ l ଜଣେ ସମ୍ମାନିତ କବି ଭାବରେ କାଲିମେଳା ଅଞ୍ଚଳ ର ଗୈାରବ କୁ ଦ୍ଵିଗୁଣିତ କରିଛନ୍ତି ପ୍ରଫେସର ରାଉତ l ତାଙ୍କ ଏହି ରଚିତ କବିତା ସମାଜ ପାଇଁ ଅନେକ ଭଳ ବାର୍ତ୍ତା ଦେଉଛି। ଶ୍ରୀ ରାଉତ କବିତା ଲେଖି ଆଜି ପର୍ଯ୍ୟନ୍ତ ଅନେକ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।ବାସ୍ତବରେ ଶ୍ରୀଯୁକ୍ତ ରାଉତ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟରେ ଇଂରାଜୀ ପ୍ରଫେସର l ଜଣେ ସମ୍ମାନିତ କବି ଭାବରେ ସେ କାଲିମେଳା ଅଞ୍ଚଳର ସୁନାମ ଅର୍ଜନ କରିଛନ୍ତି l ତାଙ୍କର ସମ୍ମାନ ଜନିତ ପୁରସ୍କାର ଗୁଡ଼ିକ ହେଉଛି -ଆଜିକାଲି ସମ୍ମାନ ବାଲେଶ୍ୱର୨୦୦୪,ପଦ୍ମ ସମ୍ମାନ ପଦ୍ମଲୋଚନ ପାଠାଗାର,ବାଲେଶ୍ଵର ୨୦୦୯,ଅଷ୍ଟଭୁଜା ପ୍ରତିଭା ସମ୍ମାନ ଅଷ୍ଟଭୁଜା ସାହିତ୍ୟ ସଂସଦ ଲୁଇସିଂହା ବଲାଙ୍ଗିର୨୦୦୯,ସୁନାଫୁଲ ଗୋଲାପ ସମ୍ମାନ ବିଶ୍ଵ ସାହିତ୍ୟ ସେବା ସଂଘ ଚୈଦ୍ଵାର କଟକ ୨୦୦୯,ପ୍ରତିବିମ୍ବ ଫିଉଚର ସମ୍ମାନ ବାଲେଶ୍ଵର ୨୦୧୦,ଦୀନକୃଷ୍ଣ ସେଠୀ ସମ୍ମାନ ବାଲେଶ୍ଵର ୨୦୧୦, ରାଷ୍ଟିୟ ଶିକ୍ଷା ରତନ ଆୱଡ ଏମ.ଭି.ଏଲ.ଏ ଟ୍ରଷ୍ଟ ୨୦୧୯,ନ୍ୟାସନାଲ ବୁଲଡର ଆୱଡ ନଟାରି କ୍ଲବ ମୁମ୍ବାଇ ୨୦୨୦,ବିକ୍ଷିପ୍ତl ସାହିତ୍ୟ ସମ୍ମାନ, 2021.ବିକ୍ଷିପ୍ତl ସାହିତ୍ୟ ସାଂସଦ, ବୁଗୁଡ଼ା, ଗଞ୍ଜାମ ,ରଙ୍ଗ ଫଗୁଣ କବିତା ସମ୍ମାନ -2021 ,ସାହିତ୍ୟ ଜୀବନ ସମ୍ମାନ,-2021ପାଇ ସେ ମାଲକାନଗିରି ଜିଲ୍ଲାରେ ସୁ ସାହିତି କାର ଭାବରେ ନିଜର ପରିଚୟ କରିଛନ୍ତି l

Comments
Loading...