ଆଜିର ରାଶିଫଳ ସୋମବାର ୨୬ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ସାଙ୍ଗ ସାଥିଙ୍କ ଅଧକ ସମୟ ବିତାଇବାର ମୌକା ପାଇବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସହ ଭଲ ସମ୍ପର୍କ ରହିବ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ । ସେଥି ପ୍ରତି ସତର୍କ ରୁହନ୍ତୁ । ଆଜି ଆପଣ ନିଜ ଶତ୍ରୁ ଠାରୁ ଦୂରେଇ ରୁହନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି । ଛାତ୍ର ମାନର ନିଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଅଧିକ ପରାଇଶ୍ରମ କରନ୍ତୁ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ମିଥୁନ: ଆଜି ଆପଣ କୌଣସି ନୂଆ କାମ କରିବାକୁ ଚାହୁଥିଲେ କରି ପାରିବେ । କୌଣସି ଜାଗାକୁ ଯାତ୍ରା କରିବାରୁ ଆପଣଙ୍କ ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧି ଆସିପାରେ । ଆଜି ଆପଣ ଅଧିକ ଅଳସୁଆ ଅନୁଭବ କରିବା ସହ ମନରେ ଅଶାନ୍ତି ଲାଗି ରହିବ । ସେଥି ପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତ ପାଇ ଅସୁବିଧା ହୋଇପାରେ । ମାତା ପିତାଙ୍କ ଆଶୀର୍ବାଦ ମିଳିବା ଫଳରେ ଆପଣ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ସମାଜ ଆପଣଙ୍କର ମାନ ସମାନର ବିକାଶ ହେବ ।
ସିଂହ: ଏହି ରାଶିର ଲୋକ ମାନେ ଆଜି କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । କୌଣସି ଯାତ୍ରା ଆପଣଙ୍କର ସଫଳ ହେବା ସହ ଦାଂପତ୍ଯ ଜୀବନାରେ ସୁଖ ଶାନ୍ତି ଆସିପାରେ । ଜୀବନ ସାଥିଙ୍କ ସହ ଯୋଗ ମିଳିବାରୁ ଆପଣ ନିଜ କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ । କୌଣସି ବିବାଦ ଓ କଳହରୁ ନିଜକୁ ଦୂରେଇ ରକହନ୍ତୁ । କୌଣସି ସମ୍ପତି ମାମଲାକୁ ନେଇ ଅଶାନ୍ତି ହୋଇପାରେ । ସମସ୍ତ ସହ ମଧୁର ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା: ଏହି ରାଶିର ଲୋକ ମାନଙ୍କର ନିଜ ପଡୋଶୀ ଓ ପ୍ରିୟଜନଙ୍କ ସହ ଭଲ ସମାପର୍କ ରହିବ । କର୍ମ କ୍ଷେତ୍ରରେ ଆପଣ ନିଜ ଦକ୍ଷତା ପାଇଁ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବା ସହ ଦୁହିଙ୍କ ଭିତରେ ଭଲ ବୁଝାମଣା ମଧ୍ୟ ରହିବ । ମହିଳା ମାନେ ନିଜକୁ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବେ । କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଆଜି ଆପଣକର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ।
ଧନୁ: ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ମାତା ପିତାଙ୍କ ସହ ଯୋଗ ମିଳିପାରେ । ଯାହା ଫଳରେ ପରିବାରରେ ସୁଖ ଶାନ୍ତିର ଆଗମନ ହେବ । ଆପଣଙ୍କର ଆର୍ଥିକ ଲାଭ ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରି ପାରିବେ । ମହିଳା ମାନେ ନିଜ ପାଇଁ କିଛି ନୂଆ ଜିନିଷ କିଣିବାରେ ବ୍ୟସ୍ତ ରହିବେ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । କୌଣସି ଠକ ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଭାଇ ଭଉଣୀଙ୍କ ସହ ଯୋଗ ମିଳିବା ଯୋଗୁ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରିବାକୁ ଯାଇପାରନ୍ତି । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସହ ଭଲ ବ୍ୟବହାର କରନ୍ତୁ । ଶିକ୍ଷକ ମାନେ ନିଜ କର୍ମ କ୍ଷେତ୍ରରେ ନୂଆ ପଦ ପାଇବାର ଯୋଗ ରହିଛି । ମହିଳା ମାନେ ନିଜକୁ ଘର କାମରେ ବ୍ୟସ୍ତ ରଖିବେ । ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ବରିଷ୍ଠ ନାଗରିକ ଓ ଅଧିକାରୀ ମାନଙ୍କ ଶୁଭକାମନା ଆଜି ଆପଣକଉ ମିଳିବ । ଯାହା ଫଳରେ ଆପଣ ନିଜ ଜୀବନରେ ସଫଲାଟା ପାଇ ପାରିବେ । ବ୍ୟବସାୟୀ ମାନେ ନିଜ କର୍ମ କ୍ଷେତ୍ରରେ ଉନ୍ନତି କରିବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ କରିପାରିବେ । ସମୟ ଅନୁସାରେ ତାଳ ଦେଇ ଚାଲିବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କସହ ଭଲ ସମ୍ପର୍କ ରହିବା ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...