ଭାଙ୍ଗି ଯାଇଛି ଶଙ୍ଖନଦି ପୋଲର ରେଲିଂ

ମରଣଯନ୍ତା ପାଲଟିଛି ଶଙ୍ଖ ପୋଲର ଭଙ୍ଗା ରେଲିଙ୍ଗ୍ ।
ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ରାଏବଗା ଥାନା ଅନ୍ତର୍ଗତ ଦଲକି ଓ ଲକ୍ଷ୍ମୀପୋଷ ଅଞ୍ଚଳକୁ ମିଶାଉଥିବା ଶ‌ଙ୍ଖ ନଦୀର ଉପରେ ଥିବା ପୋଲର ରେଲିଙ୍ଗ ଭାଙ୍ଗି ପଡ଼ିଛି ଗୋଟିଏ ବର୍ଷରୁ ଅଧିକ ହୋଇଗଲାଣି। ସରକାରଙ୍କ ବହୁତ ଗୁଡ଼ାଏ ଯୋଜନା ଆସୁଛି କିନ୍ତୁ ଏହି ପୋଲ ପାଇଁ କିଛି ଆସୁନାହିଁ ।ତେବେ ଦେଖିବାକୁ ବାକି ରହିଲା କେବେ ଏହି ଭାଙ୍ଗିଥିବା ରେଲିଙ୍ଗ୍ ଉପରେ ସରକାରଙ୍କର ଦୃଷ୍ଟି ପଡିବ । ଏହା ନେଇ ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments
Loading...