ମହର୍ଷ ପତଞ୍ଜଳି ଡିଜିଟାଲ ଯୋଗ ପ୍ରଶିକ୍ଷଣ ପକ୍ଷରୁ ଯୋଗ ଅଭ୍ୟାସ

ନୂଆପଡା କୋଶଲ ନ୍ୟୁଜ) ନୂଆପଡା ଜିଲ୍ଲାରେ କରୋନା ମହାମାରୀ କାୟ ବିସ୍ତାର କରିଚାଲୁ ଥିବାବେଳେ I ଆଜି ଖଡ଼ିଆଳ ମନୋହର ଧର୍ମଶାଳା ଠାରେ ମହର୍ଷ ପତଞ୍ଜଳି ଡିଜିଟାଲ ଯୋଗ ପ୍ରଶିକ୍ଷଣ ପକ୍ଷରୁ ସରକାରଙ୍କ କୋଭିଡ଼ ନିୟମ ପାଳନ କରି ଯୋଗ ଅଭ୍ୟାସ ଜାରିରଖିଛନ୍ତି I ଏହି ଯୋଗ ଅଭ୍ୟାସ ଶିବିରରେ ସ୍ଥାନୀୟ ଛୋଟ ଛୋଟ ଛୁଆ ମାନଙ୍କୁ ନେଇ I ମହର୍ଷି ପତଞଳୀ ଡିଜିଟାଲ ଯୋଗ ପ୍ରଶିକ୍ଷଣ ତତ୍ଵବଧାନରେ ଗୁରୁକୁଲମ ଅରବିନ୍ଦ ଯୋଗ,ଏକାଡେମୀର ଛୋଟ ଛୁଆ ମାନଙ୍କୁ ନେଇ କରୋନା ର ତୃତୀୟ ଲହରୀ ରୁ ମୁକୁଲିବା ପାଇଁ Iମନୋହରଳାଲ ଧର୍ମ ଶାଲା ଠାରେ ପଶ୍ଚିମ ଓଡିଶାର ପତଞଳୀ ହରିଦ୍ବାର ର ଅନୁଭବୀ ଯୋଗାଚାର୍ଯ୍ୟ ଅରବିନ୍ଦ ଶାସ୍ରୀ ଯୋଗାସନ, ପ୍ରାଣାୟାମ, ମାଧ୍ୟମରେ ଆଗାମୀ ଦିନରେ ହୋମ କରେନ ଟାଇମରେ ରହି ନିଜ ଘରେ ଯୋଗ ବ୍ୟାୟାମ କରି ଛୁଆ ମାନେ ସୁସ୍ଥ ରହିବେ ବୋଲି ଯୋଗ ଗୁରୁ ଭଲଭାବରେ ପ୍ରତ୍ୟେକ ଆସନ ଟିପ୍ସ ଅବଗତ କରାଇଥିଲେ ।

Comments
Loading...