ସlଗୁନ ଭାଡ଼ି ଗ୍ରାମରେ କରୋନାକୁ ଫୁ

ନୂଆପଡା ( କୋଶଲ ନ୍ୟୁଜ) କରୋନା ର ଦ୍ୱତୀୟ ଲହର ସାରା ରାଜ୍ୟ ରେ ହୁ ହୁ ହୋଇ ବଢ଼ୀ ଚାଲିଥିବାବେଳେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସlଗୁନଭାଡ଼ି ଗ୍ରାମରେ କରୋନାକୁ ଫୁ କରିଥିବା ଦେଖିବାକୁ ମିଳିଛି l ନୂଆପଡା ଜିଲ୍ଲା ରେ ଦିନକୁଦିନ କରୋନା ସାଙ୍ଘାତିକ ପରିସ୍ଥିତି ଆଡକୁ ଗତିକରୁଥିବା ବେଲେ ସlଗୁନଭାଡି ଗ୍ରାମର ଜୟମା ଦୁର୍ଗା SHG ଗ୍ରୁପଙ୍କ ଅନୁମତିରେ ଚାଲିଛି ଖୋଲମ ଖୋଲା ମାଛମରା l ପ୍ରତିଦିନ 4ଶହରୁ 5ଶହpositive ସଂଖ୍ୟା ବଢ଼ୁଥିବାବେଳେ ଗତକାଲି 220 ପୋଜିଟିଭ ସାମ୍ନାକୁ ଆସିଛି l ଜିଲ୍ଲା ରେ ସିନାପାଲି ଅଞ୍ଚଳ ରେ ଅନେକ ପୋଜିଟିଭ ସଂଖ୍ୟା ପ୍ରଥମ ଥରପାଇଁ ଆରମ୍ଭ ହୋଇଥିଲା ଏବଂ ଅନେକ ଲୋକ କରୋନାର ଶିକାର ମଧ୍ୟ ହେଲେଣି କିନ୍ତୁ ଏହି ପରିସ୍ଥିତିରେ ଲୋକଙ୍କୁ ଭିଡ଼ ଜମେଇ SHG ଗ୍ରୁପ କେମିତି ଲୋକଙ୍କୁ ମାଛ ମାରିବା ପାଇଁ କହୁଛନ୍ତି ଏମାନଙ୍କ ପ୍ରତି କାହିଁକି ପୋଲିସ ବାବୁ ମାନଙ୍କ ଦୃଷ୍ଟି ପଡୁନି ତାହା ବର୍ତମାନ ଚର୍ଚ୍ଚାର ବିଷୟ ହୋଇଛି l

ଜିଲ୍ଲା ପ୍ରଶାସନ ସଚେତନ କରୁଛନ୍ତି ମାକ୍ସ ଲଗାନ୍ତୁ,ସାମାଜିକ ଦୂରତା ରକ୍ଷ୍ୟା କରନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ,l ହେଲେ ପ୍ରଶାସନ ର covid gaid line ବାହାରେ ଯାଇଛନ୍ତି ସିନାପାଲି ବ୍ଲକ ସଗୁନଭାଡି ଗ୍ରାମ ବାସୀ, ଆଜ୍ଞା ହଁ ଏଇଟା ଆମେ କହୁନୁ କହୁଛି ଏହି ଦୃଶ୍ୟ l ଏ ହେଉଛି ଆଜିର ଦୃଶ୍ୟ l ଛୋଟ ରୁ ବଡ଼ ସମସ୍ତେ ମିଶି ପୋଖରୀ ରେ ମାଛ ଧରୁଛନ୍ତି, ଗ୍ରାମ ର ଲୋକେ କେତେ ସଚେତନ ଅଛନ୍ତି, ଏହି ଦୃଶ୍ୟ ଦେଖିଲେଜଣାପଡୁଛି i ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଏମାନଂକୁ ଦେଖି କରୋନା ଡରି ପଳେଇ ଗଲା କି? l କୌଣସି ଲୋକ ଯଦି ମାକ୍ସ ଲଗେଇନଥିବ ଏବଂ ସାମାଜିକ ଦୂରତା ରକ୍ଷ୍ୟା ନ କଲେ ପୋଲିସ ତାକୁ ଘୋଡାଇ ଘୋଡାଇ ମାଡ ମାରୁଛନ୍ତି,, ଚାଲାଣ ମଧ୍ୟ କାଟୁଛନ୍ତି ଏହି ପରିସ୍ଥିତି ରେ ପୋଲିସ ଗଲେ କୁଆଡେ.. ସିନାପାଲି ବ୍ଲକ ସlଗୁନଭାଡ଼ି ଗ୍ରାମ ବାସୀ covid ଗାଇଡଲାଇନବାହାରେ ଯାଇ ମାଛ ଧରି ଯେଉ ମସ୍ତି କରୁଛନ୍ତି ଘୋର ନିଦ୍ରା ରେ ସୋଇଥିବା ସିନାପାଲି ପୋଲିସ କେତେ ନିନ୍ଦ୍ରା ରୁ ଚେତୁଛି ଦେଖିବା କୁ ବାକି ରହିଲା l

Comments
Loading...