ଆଜି ଦେବଗଡ଼ ବିଜେପି ଯୁବମୋର୍ଚା ର ସଦସ୍ଯ ସୁଧିର କୁମାର ବ୍ରହ୍ମା ଙ୍କ ନେତୃତ୍ଵରେ କୋଭିଡ ହସ୍ପିଟାଲ ପରିଦର୍ଶନ

ଦେବଗଡ: (କୋଶଲ ନ୍ୟୁଜ ) ଆଜି ଦେବଗଡ ବିଜେପି ଯୁବା ମୋର୍ଚ୍ଚାର ସଦସ୍ୟ ମାନଙ୍କ ସହ ସୁଧିର କୁମାର ବ୍ରହ୍ମା ଦେବଗଡ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ସନମାନୀୟ ଜିଲ୍ଲାପାଳ ଦେବଗଡ଼ ଙ୍କୁ ଅନୁରୋଧ କରିଛନ୍ତି I


1- Covid Hospital ର ସଫେଇ ବର୍ତ୍ତମାନ 12 ଜଣ କର୍ମଚାରୀ ଥିବା ବେଳେ ଏହାକୁ ଆଉ 10 ଜଣ ବଢା ଯାଉ

2-ପରିଦର୍ଶନ ରେ ଯାହା ଅନୁଭବ ହେଲା PP କିଟ୍ ପିନ୍ଧି ଜଣେ ଡାକ୍ତର ବା ନର୍ସ ବେଶୀ ସମୟ ରହି ପାରିବେ ସମ୍ଭବ ନାହିଁ, 15 ମିନିଟ୍ ରେ dehydration ହେଇଯିବ, ଏଣୁ Covid Hospital ର ପ୍ରତ୍ୟେକ ୱାର୍ଡ ରେ Ac ଲଗାଯାଉ, ଯା ଦ୍ଵାରା ରୋଗୀ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କୁ ସହାୟକ ହେବ.

3- Gents Attendant 4 ଜଣ ଙ୍କୁ ନିଯୁକ୍ତି ଦିଅନ୍ତୁ, ଯୋଉ ମାନେ କି ତୁରନ୍ତ ରୋଗୀ ଙ୍କ ର କଥା ବୁଝିବେ

4- LT( ଲାବୋରଟୋରୀ ଟେକ୍ନିସିଆନ୍) 4 ଜଣ ଙ୍କୁ ଦିଆଯାଉ, ଯେମିତି କି ରୋଗୀ ଆଡମିଶନ ହେଉ ତାଙ୍କର ରକ୍ତ ନମୁନା କଲେକସନ ହେଇପାରିବ, ଏବଂ ଟ୍ରିଟମେଣ୍ଟ ଆରମ୍ଭ ହେଇଯିବ


5- Generator ସହିତ ତଳ ମାହାଲା ରେ ଭିନ୍ନକ୍ଷମ ବ୍ୟକ୍ତି ଏବ୍ଂ Oxigen ଲାଗୁଥିବା ରୋଗୀ ଙ୍କ ପାଇଁ ଏକ ୱାର୍ଡ ଗୋଟିଏ ଆବଶ୍ୟକ I ଲାଇନ୍ ଚାଲିଗଲେ, କିମ୍ବା DG ଖରାପ ହୋଇଗଲେ, ତୁରନ୍ତ Generator ମାଧ୍ୟମ ରେ Oxigen ଦିଆଯାଇପାରିବ I

ଭେଣ୍ଟିଲେଟର କୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅନୁରୋଧପାଣି ମୋଟର ଖରାପ ହୋଇଯାଇଛି, ତାକୁ ଠିକ୍ କରି ଦୁଇଓଳି ପାଣି ଟାଙ୍କି ରେ ଭର୍ତି କରାଯାଉ ସଫା ସୁତୁରା ଓ ଖାଦ୍ୟ ବ୍ୟବସ୍ଥା ପ୍ରାୟତ ଠିକ୍ ଅଛି, ଏସବୁ ଠିକ୍ ହୋଇଗଲେ ଦେବଗଡ଼ ବାସୀ ଆପଣ ଙ୍କ ଠାରେ ଉପକୃତ ହେବେ ବୋଲି ଦାବି କରିଛନ୍ତି ।।

Comments
Loading...