ବୁଡି ଯାଉଛେ ଲୁହୁରାଙ୍କର୍ କୁଲ୍ ବେଉସା l

ଆର୍ ସୁନବାର୍ କେ ନୁହେଁ ମିଲବାର୍ ଟନ୍ ଟାନ୍ ଶବଦ୍ କି ଲୁହୁରା ଶାଲେ ନୁହେଁ ଉଠବାର୍ କୁଁହୁଲା l ଯେନ୍ ଲୁହୁରା ଦିନେ ନିଜ ରକତ୍ କେ ପାଏନ୍ କରି ଗରମ୍ ଲୁହାନେ ତିଆରୁ ଥିଲା ଭିନ୍ ଭିନ୍ ଜିନିସ୍ l ଆର୍ ଆଧ୍ନିକ୍ ଯୁଗ୍ ନେ ସେ ସବୁ ନିରବ୍ ହେଇ ବସ୍ଲାନ l ଆଉ ଘର୍ କର୍ ନା ସାମ୍ ଗିରି ଠାନୁ କୁର୍ ଷି ଜନ୍ତର୍ ପାତି ତିଆରି କରି ପେଟ୍ ପୁସୁଥିଲେ ଲୁହୁରା ପରିବାର୍ l ହେଲେ ଆଧ୍ନିକ୍ ଯୁଗ୍ ନେ ଇ ସବୁର୍ ଚାଏଦା କମ୍ ବାର୍ ଯୁଁଗ୍ ରୁ ଧିମେଇ ବସ୍ଲାନ ଲୁହୁରା ଶାଲର୍ ଟନ୍ ଟନ୍ ସବଦ୍ l ହଲ୍ ନଙ୍ଗଲ୍ ବଦ୍ଲେ ଆଧ୍ନିକ୍ ଯୁଗର କଲ୍ ନଙ୍ଗଲ୍ ଯୁଗୁଁ ଆଉ ନୁହେଁ ଦର୍କାର୍ ହେବାର୍ ପାରମ୍ପାରିକ୍ କୁର୍ଷି ଯନ୍ତର୍ ପାତି l ଏନ୍ତା କି ଧାନ୍ କଟା ଯନ୍ତର୍ ଯୁଗୁଁ ଦା କେ ଆର୍ ଗୁର୍ତର୍ ନୁହେଁ ଦେବାର୍ କେହି l ଇଥିର୍ ଯୁଁଗରୁ ଦା ,ଟାଙ୍ଗିଆ ,କୁଢେର୍ ,ନଙ୍ଗଳ କସ୍ନା ଭଲିଆ କୁର୍ଷି ସରଞ୍ଜାମ୍ ତିଆରି କର୍ବାର୍ ଲାଗି ଆଉ ନାଇଁ ଆସ୍ ବାର୍ ଲୁକେ l ତେହେରୁ ବନ୍ଦ ହେବାକେ ବସିଛେ ଲୁହୁରା ଶାଲ୍ l ସେଥିର୍ ଲାଗି ନିଜର୍ କୁଲ୍ ବେଉଷା କେ ଛାଡି ବସ୍ଲେନ ଅନେକ ଲୁହୁରା ପରିବାର୍ l

ଆର୍ ଲୁହୁରା ଶାଲ୍ ଚଲାବାର୍ ଲାଗି ଦରକାର୍ ପଢୁଛେ କାଠ କୁଇଲା l ଆଉ ଇସବୁ ଥିର୍ ଚାଏଦା ବଢ୍ ବାର୍ ଯୁଗୁଁ ମୁସ୍କିଲ୍ ନେ ପଢୁଛେ ଲୁହୁରା l ଲୁହୁରା ଙ୍କ ଶାଲ୍ ଅଛେ ଚିମ୍ ଟା୍ର ସାଙ୍ଗେ ହାତୁଲ୍ ବି ଅଛେ , ହେଲ ସମିଆଁ ବାଟେ ସାଙ୍ଗେ ନୁହେଁ ବୁଲି ପାର୍ବାର ଲୁହୁରା ଙ୍କର ଜିବନ୍ l ତାହିଁର୍ ଉତାରୁ ଲୁହୁରା ଶାଲ୍ ତଲେ ଚାପି ହେବାକେ ବସ୍ଲାନ ଲୁହୁରା ଙ୍କର୍ ଭାଗ୍ଯ l ଇଥିର୍ ଲାଗି ପାରମ୍ପାରିକ୍ କୁଲ୍ ବେଉଷା କେ ଆପ୍ନେଇ କରି ବଁଚ୍ ବାର୍ ଟା ମୁସ୍କିଲ୍ ହେଇ ପଡୁଛେ l ତେବେ ସରକାର ଇ ଲୁହୁରାଙ୍କ ଉନ୍ନତି ଲାଗି କିଛି ବେବସ୍ଥା କରି ପକାତେ ବେଲେ ଇ କୁଲ୍ ବୁର୍ତ୍ତି ବଁଚି ପାର୍ ତା ବୋଲି କହିଛନ୍ତ ଲୁହୁରା କାଲିଗର l

Comments
Loading...