ଗୋମାତା ବଳି କୁ ବିରୋଧ କରୁଛି ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ କଳାହାଣ୍ଡି ଶାଖା

କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ କାଚଲେଖା ଗାଁ ରେ ବୋଲେନ ପର୍ବ ନାମରେ ଗାଁ ରେ ଗୋମାତା କୁ ବଳି ଦିଆଯାଉଅଛି ଏହାକୁ ବିରୋଧ କରି ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି ମାନନୀୟ ଆରକ୍ଷୀ ଅଧୀକ୍ଷକ କଳାହାଣ୍ଡି ପାଖକୁ ଯାଇ ସ୍ମାରକପତ୍ର ଦିଆଯାଇଛି । ଏଭଲି ଅନ୍ଦବିଶ୍ବାସ ବଳିପ୍ରଥା ଗୋମାତା ର ହତ୍ୟା ବନ୍ଦ ହେବା ଆବଶ୍ୟକ ବୋଲି ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଦାବି କରାଯାଇଛି ଏବଂ କଳାହାଣ୍ଡି କାଚଲେଖା ଗାଁରେ ଘଟିଥିବ ଘଟଣାର ତଦନ୍ତ କରାଯାଉ ବୋଲି କଳାହାଣ୍ଡି Sp ଙ୍କ ପାଖକୁ ଦୌରାସ୍ତ ହେଇଛନ୍ତି ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ କାର୍ଯକର୍ତା

Comments
Loading...