କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କଲେ ସମାଜ ସେବୀ ବେଣୁଧର ଜଗତ

ଭାରତ ରେ କରୋନା ମହାମାରୀ ଭୟଙ୍କର ରୁପ ନେଉଥିବା ବେଳେ ନୂଆପଡା ଜିଲ୍ଲା ରେ ମଧ୍ୟ କରୋନା ଭୟଙ୍କର ରୁପ ନେଉଥିଲା ଓଡିଶା ର ଦୂତୀୟ ନମ୍ବର ରେ ଥିଲା ନୂଆପଡ଼ା ଜିଲ୍ଲା ଏବେ କରୋନା ସଂଖ୍ୟାରେ କମ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଜାମବେହେଲି ଗ୍ରାମରେ ମାସ୍କ ବଣ୍ଟନ କଲେ ସମାଜ ସେବୀ ତଥା ଭାରତୀୟ ଜନତା ପାର୍ଟି ର ଜଣେ ଯୁବ ନେତା ବେଣୁଧର ଜଗତ ତାଙ୍କୁ ସହଯୋଗ କରିଛନ୍ତି ତାଙ୍କ ଧର୍ମ ପତ୍ନୀ ପୁନେଶ୍ୱରୀ ଜଗତ ।ସେ ଜଣେ ବିକାଶ ମୂଳକ କାର୍ଯ୍ୟ କରିବା ସହିତ ସମାଜ ସେବୀ ତଥା ନୂଆପଡା ଜିଲ୍ଲାର ଯୁବ ନେତା ଭାରତୀୟ ଜନତା ପାର୍ଟି ର ଜଣା ଶୁଣା ଥିଲେ ।ତାଙ୍କରି ଏହି ପରି କାର୍ୟବକୁ ଦେଖି ବିଭିନ୍ନ ମହଲରୁ ପ୍ରଂସସା କରୁଛନ୍ତି।

Comments
Loading...