ଆଜିର ରାଶିଫଳ ଗୁରୁବାର ୦୩ ଜୁନ ୨୦୨୧

ମେଷ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ପରିଜନ ଓ ପଡୋଶୀ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଜି ଆପଣଙ୍କୁ ଭାଇ ବନ୍ଧୁ ମାନଙ୍କର ସହ ଯୋଗ ମିଳିବାକୁ ଯାଉଛି ।
ମିଥୁନ: ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । କୌଣସି କାମକୁ ଆପଣ ବିଦେଶ ଯାତ୍ରା କରି ପାରନ୍ତି । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମନ ବଢିଆବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ ଆପଣ କୌଣସି କାରଣରୁ ଶୁଭ ସମ୍ବାଦ ଶୁଣିବାକୁ ପାଇ ପାରନ୍ତି । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।।
ସିଂହ: ଏହି ରାଶିର ଲୋକ ମାନେ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଆପଣଙ୍କର ଭଲ ସମ୍ଭଧ ରହିବ । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ବିବାହିତ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା ଜାରି ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ମହିଳା ମାନେ ନିଜକୁ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବେ ।
ତୁଳା: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରିବାକୁ ଯାଇ ପାରନ୍ତି । ବ୍ଯବସାୟିକ ଗତିବିଧି ଭଲ ରହିବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସାହାଜ୍ଯ କରନ୍ତୁ । ଆଜି କୌଣସି ଅନୁଭବି ବ୍ୟକ୍ତିଙ୍କର ଉପଦେଶ ମିଳିପାରେ । କୌଣସି ଖାସ ସାଙ୍ଗ ବା ପରିଜନ ମାନଙ୍କ ସହ ଭଲ ସମ୍ଭଧ ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ଧନୁ: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବା ସହ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଶୁଭ ସମ୍ବାଦ ଶୁଣିବାକୁ ମିଳିପାରେ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକ ମାନଙ୍କର ଭାଗ୍ୟ ଆଜି ପୁରା ସାଥ ଦେବା । ଆପଣଙ୍କର କୌଣସି ଅଟକି ଥିବା ପୁରୁଣା କାମ ଆଜି ପୂରଣ ହେବାକୁ ଯାଉଛି । ବ୍ୟବସାୟରେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଭଲ ରହିବ । ଅନାବଶ୍ୟକ କାର୍ଯ୍ଯରେ ଆପଣଙ୍କର ବ୍ୟୟ ଅଧିକ ହେବ । ସେଥି ପାଇଁ ସତର୍କ ରୁହନ୍ତୁ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ପ୍ରୟାସ ଜାରି ରଖନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । ଯାହା ଫଳରେ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments
Loading...