ପ୍ରଧାନଶିକ୍ଷକ ନେଲେ ଅବସର

ବଲାଙ୍ଗୀର /ବଙ୍ଗୋମୁଣ୍ଡା :-ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପରମା ନନ୍ଦ ପଣ୍ଡା 31/05/2021ତାରିଖରେ ଅବସରଗ୍ରହଣ କରିଛନ୍ତି l ସେ ଜଣେ ଆଦର୍ଶ ଶିକ୍ଷକ ଥିବା ବେଳେ ଛାତ୍ର ବସଲ ମଧ୍ୟ ଥିଲେ l

Comments
Loading...